ଅନ୍ତରୀଣ ଜାମିନକୁ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର: ବିଚାର ବିଭାଗୀୟ ଅନ୍ତରୀଣ ଜାମିନ ଆବେଦନକୁ ମଙ୍ଗଳବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଅଦାଲତଙ୍କ କହିବାନୁଯାୟୀ, ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୩୯ ଅନୁସାରେ ସେସନ କୋର୍ଟ ଗୁଡ଼ିିକ ଦ୍ୱାରା ଅନ୍ତରୀଣ ଜାମିନ ପ୍ରଦାନ କରାଯାଉଥିଲା ।…