ଐତିହାସିକ ନିଷ୍ପତ୍ତି: ଲୋକସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍
ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଲୋକସଭାରେ ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହୀତ ହୋଇଛି । ଗତକାଲି ଏହି ବିଲଟି ରାଜ୍ୟସଭାରେ ଗୃହିତ ହୋଇଥିଲା । ତେବେ ଏହି ବିଲଟି ପାର୍ଲାମେଣ୍ଟର ଦୁଇଟି ଗୃହରେ ଆଗତ ହୋଇ ସଫଳତାର ସହିତ ପାରିତ ହେବାପରେ ଏବେ ଏହା ଭାରତର…