Latest Odisha News

BREAKING NEWS

ଏଥର ବଦଳିବ ସ୍ୱାଧୀନତା ଦିବସ ପରେଡ଼ ସ୍ଥାନ !

ଭୁବନେଶ୍ୱର: ସ୍ୱଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପରେଡ଼ ଚଳିତ ବର୍ଷ ସହରର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆରମ୍ଭରୁ ଏହି ପରେଡ଼ ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ମୁକାବିଲା

ଲାଉଡ଼ରହିଲ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆଜିଠୁ ଆରମ୍ଭ କରୁଛି ତା’ର କାରବିୟାନ୍ ଅଭିଯାନ । ଭାରତୀୟ ଦଳ ଏହି ଗସ୍ତକ୍ରମରେ ୩ଟି ଟି-୨୦ ମ୍ୟାଚ, ୩ଟି ଦିନିକିଆ ଅନ୍ତର୍ଜାତୀୟ ତଥା ୨ଟି ଟେଷ୍ଟ ମ୍ୟାଚ ଖେଳିବ । ତେବେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍…

ଏନଟିପିସି ପ୍ଲାଣ୍ଟରେ କୋଇଲା ନିଅଣ୍ଟ, ଓଡ଼ିଶା ସମେତ ୬ଟି ରାଜ୍ୟରେ ବିଦ୍ୟୁତ ସଙ୍କଟ ଆଶଙ୍କା !

ତାଳଚେର: ଓଡ଼ିଶା ସମେତ ୬ଟି ରାଜ୍ୟ ଖୁବଶିଘ୍ର ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । କାରଣ ତାଳଚେର କଣିହାଁଠାରେ ଥିବା ନ୍ୟାସନାଲ୍ ଥର୍ମାଲ୍ ପାୱାର୍ ଷ୍ଟେସନ (ଏନଟିପିସି)ର ଦୁଇଟି ପ୍ଲାଣ୍ଟରେ କୋଇଲା ଅଭାବ ଯୋଗୁଁ ଏବେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । ମିଳିଥିବା…

‘ଆଇଏଏସ’ଙ୍କ ଗାଡି ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ

କେରଳ: କେରଳର ଥିରୁଅନନ୍ତପୁରମରେ ଜଣେ 'ଆଇଏଏସ' ଅଫିସରଙ୍କ ଗାଡି ଧକ୍କାରେ ୩୫ ବର୍ଷୀୟ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଘଟଣାଟି ଶୁକ୍ରବାର ବିଲମ୍ବିତ ରାତିରେ ଘଟିଥିବା ପୋଲିସ ସୂଚନା ଦେଇଛି । ପିଟିଆଇ ରିପୋର୍ଟ ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧ଟା ବେଳେ ସର୍ଭେ ଡ଼ାଇରେକ୍ଟର ଶ୍ରୀରାମ…

ଆଇନ୍ ବିଶ୍ୱବିଦ୍ୟାଳୟରେ ସ୍ଥାନୀୟ ଛାତ୍ରଙ୍କ ୨୫% ସଂରକ୍ଷଣ ଲାଗି ରାଜ୍ୟ ସରକାରଙ୍କ ଅନୁରୋଧ

କଟକ: ଓଡ଼ିଶାରେ ଥିବା ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଦାବି କରିଛି । ଯେଉଁ ଛାତ୍ରଛାତ୍ରୀମାନେ +୨ ପରୀକ୍ଷାରେ ଶତକଡ଼ା ୬୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବେ ଆଇନ ବିଶ୍ୱବିଦ୍ୟାଳୟରେ ଏହି…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଅପରାହ୍ନ ୪ଟା ୪୫ମି. ଯାଏଁ ସତର୍କ ସୂଚନା ଜାରି…

ରାଜଧାନୀରେ ଏନକାଉଣ୍ଟର୍, ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ଶନିବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ନିକଟବର୍ତ୍ତୀ ଭୁଇଁଚୁଆଁରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଜର ସଂଦିଗ୍ଦ ୱାଣ୍ଟେଡ଼ କ୍ରିମିନାଲ୍ସଙ୍କୁ ଠାବ କରିଥିଲା…

କଟକ ଏସସିବି ମେଡ଼ିକାଲ୍ ଆସିବେ ଜଗା-କାଳିଆ: ମନ୍ତ୍ରୀ

କଟକ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଯାଆଁଳା ଶିଶୁ ଜଗା-କାଳିଆ କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ଖୁବଶିଘ୍ର ଆସିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ଦିନ କହିଛନ୍ତି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ସେ କହିଛନ୍ତି, କଟକସ୍ଥିତ…

ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା

ବାଲେଶ୍ୱର: ବାଲିଆପାଳ ଥାନାର ପୂର୍ବତନ ଭାରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିବା ୧୩ ଜଣ ବ୍ୟକ୍ତିଙ୍କ ଗିରଫ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବାଲିଆପାଳରେ ଏବେ ମଧ୍ୟ ଉତ୍ତେଜନା ଲାଗିରହିଥିବା ବେଳେ ସେଠାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୩-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୩ ରିଖ ଶନିବାର କର୍କଟ ୧୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମଘା ଓ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବୃଷ ସିଂହ…