Latest Odisha News

BREAKING NEWS

୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ…

ଲକ୍‌ଡାଉନ୍ ସମୟରେ ଭାରତୀୟଙ୍କ ପସନ୍ଦର ସପିଙ୍ଗ୍ ତାଲିକା ଜାରି କଲା “ସ୍ନାପ୍‌ଡିଲ୍‌”

ଭୁବନେଶ୍ୱର: କୋଭିଡ୍‌-୧୯ ମୁକାବିଲା ଲାଗି ଭାରତୀୟମାନେ ପ୍ରାୟ ଏକମାସ ହେଲାଣି ଲକ୍‌ଡାଉନ୍‌ରେ ଅଛନ୍ତି । ଏହି ସମୟରେ ଭାରତୀୟମାନେ କେଉଁ ସବୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ତାହାର ଏକ ତାଲିକା ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ସ୍ନାପ୍‌ଡିଲ୍ ପକ୍ଷରୁ ଜାରି…

କରୋନା ଅପଡେଟ୍‌; ବିଦେଶରେ ଅନନ୍ୟ ଢଙ୍ଗରେ ଭାରତୀୟ ମହିଳା ଡାକ୍ତର ସମ୍ମାନିତ !

ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ…

ଫୋବର୍ସ ରିପୋର୍ଟ: କରୋନା ସଂକ୍ରମଣ ରୋକିବାରେ ଚୀନଠାରୁ ଭାରତ ଆଗରେ

ୱାଶିଂଟନ: ଫୋବର୍ସ ପତ୍ରିକାରେ କରୋନା ଭାଇରସ ନେଇ ଏକ ତଥ୍ୟଭିତିକ ରିପୋର୍ଟ ପ୍ରକାଶ ପାଇଛି । ହଂକଂର ଲୋକପ୍ରିୟ ଏଜେନ୍ସି ଡିପ ନଲେଜ ଗ୍ରୁପ ଲୋକଙ୍କ ସୁରକ୍ଷା, ଚିକିତ୍ସା ଓ ସରକାରୀ ମ୍ୟାନେଜମେଂଟ ପରି ୭୬ ବିଷୟରେ ୨୦୦ ଦେଶକୁ ନେଇ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି । ସଂକ୍ରମଣ…

କରୋନା ପ୍ରଭାବ: ଅମରନାଥ ଯାତ୍ରା ରଦ୍ଦ

ଜମ୍ମୁ: କରୋନା ଭାଇରସ ପ୍ରଭାବ ଯୋଗୁ ୨୦୨୦ ପାଇଁ ଅମରନାଥ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ଚଳିତ ବର୍ଷ ୨୩ ଜୁନରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ଜମ୍ମୁ ରାଜଭବନରେ ବୁଧବାର ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂ ଏହା ଘୋଷଣା କରିଥିଲେ । ଗତବର୍ଷ ଅଗଷ୍ଟରେ ୩୭୦ ଧାରା ଉଠିବା ପରେ ସୁରକ୍ଷା…

ପପୁ ପମ୍‌ପମ୍‌ଙ୍କ ମ୍ୟାନେଜର୍ ଗିରଫ; ବିକ୍ରିକରୁଥିଲେ ମଦ !

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କମେଡ଼ି କିଙ୍ଗ୍ ପପୁ ପମ୍‌ପମ୍ । ହାସ୍ୟାଭିନେତା ପପୁଙ୍କ ମ୍ୟାନେଜର୍ ମଦ ବିକ୍ରି କରୁଥିବା ନେଇ ଗିରଫ ହୋଇଛନ୍ତି । ରାଜଧାନୀରେ ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପପୁଙ୍କ ମ୍ୟାନେଜର୍ ପ୍ରଦୀପ୍ତ…

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ୮୩ରେ ପହଂଚିଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୮ ବର୍ଷ । ସଂକ୍ରମିତ ବ୍ୟକ୍ତିି ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୮୩ରେ…

ବିନା ଭକ୍ତରେ ରିତିନୀତି ସହ ପାଳନ ହେବ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ଜନ୍ମୋତ୍ସବ

ପଦ୍ମପୁର: ଲକଡାଉନ ସତ୍ତ୍ୱେ ପଶ୍ଚିମ ଓଡିଶାର ପବିତ୍ର ତୀର୍ଥ କ୍ଷେତ୍ରରେ ରୀତିନୀତି ସହ ପାଳନ ହେବାକୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମୋତ୍ସବ। ନୃସିଂହନାଥ ଚତୁର୍ଦ୍ଦଶୀ ଦିନ କେବଳ ରୀତିନୀତି ଅନୁସାରେ ସାମାଜିକ ଦୂରତାକୁ ବଜାୟ ରଖି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ…

୬୧ ନମ୍ବର ଆକ୍ରାନ୍ତଙ୍କ ଲିଙ୍କରେ ଆସିଛନ୍ତିି ୭୫, ୭୬, ଓ ୭୭ନଂ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ଗସ୍ତ ବିବରଣୀ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । Travel History of #Covid19 Patients Case No: 74,…