ଆଗକୁ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ସରକାରଙ୍କ ପାଇଁ ବଡ ଆହ୍ୱାନ: ବାଗଚୀ
ଭୁବନେଶ୍ୱର: ଏହି ଲକଡାଉନ୍ ଦିନେ ନା ଦନେ ଖୋଲିବ । ବାହାରେ ଥିବା ଓଡ଼ିଆ ଖୁବଶୀଘ୍ର ରାଜ୍ୟକୁ ଫେରିବେ । ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ।
ସେ କହିଛନ୍ତି,…