Latest Odisha News

BREAKING NEWS

ଚିକେନ୍‌ ପଟିଆଲା

ଘରେ ତିଆରି କରନ୍ତୁ ଚିକେନ୍ ପଟିଆଲା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: କଞ୍ଚା ଅଣ୍ଡା: ୨ଟା, ଚିକେନ-୬୦୦ଗ୍ରାମ, ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି), ଏକ ଚାମଚ(ବଡ ଚାମଚ), ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ), ଧନିଆ ପାଉଡର: ୧/୨ ଚାମଚ, ଜିରା…

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଟ୍ରିପଲ ମର୍ଡର ଘଟଣାରେ ପୋଲିସ ରବିବାର ଦିନ ପିପିଲି ନିକଟସ୍ଥ ଏକ ଜଙ୍ଗଲରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ମୁଖ୍ୟ ଅଭିଯୁକ୍ତ ମିତୁ ବେହେରା ଓ ପୁନିଆ ବେହେରା ବୋଲି ଜଣାପଡିଛି । ଏହି ଦୁଇଜଣ ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ଗଣମାଧ୍ୟମକୁ ସୂଚନା…

କିପରି ରହିବେ ଫୁଡ଼ ପଏଜନିଂ ଠାରୁ ଦୂରରେ, ଜାଣନ୍ତୁ

ବର୍ଷାଦିନ ଆରମ୍ଭ ହୋଇଗଲା । ଏହି ଦିନରେ ଦୂଷିତ ଖାଦ୍ୟ ଏବଂ ପାଣି ସଂସ୍ପର୍ଶରେ ଆସିଲେ ଫୁଡ୍‌ ପଏଜନିଂ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରିକି ଏହି ସମସ୍ୟା ଗୁରୁତର ହେଲେ ମେଡିକାଲ ଯିବାକୁ ମଧ୍ୟ ପଡିପାରେ । ଏହାଠାରୁ ନିଜକୁ କିପରି ଦୂରେଇ ରଖିବେ ସେ ସମ୍ପର୍କରେ ଜାଣନ୍ତୁ କିଛି…

ସାତକୋଶ ଯାଏଁ ଲମ୍ବିଛି ସାତକୋଶିଆ ଗଣ୍ଡ

ପାହାଡ଼, ନଦୀ, ନାଳ ଓ ଜଙ୍ଗଲରେ ଭରପୁର ଅଞ୍ଚଳ ହେଉଛି ଅନୁଗୁଳର ସାତକୋଶିଆ। ପର୍ଯ୍ୟଟନ ୠତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଏହି ସ୍ଥାନ। ପ୍ରାକୃତିକ ସବୁଜିମା ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଓଡ଼ିଶାର ବିରଳ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ । ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି ।  ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି  ଜାହିର କରି ପୂରା…

ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପୁଣି ଜିତିଲେ ପଦକ

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖି ପୁଣିଥରେ ଭାରତ ଲାଗି ସଫଳତା ଆଣିଦେଇଛନ୍ତି । ସେ ନାଇଜେରିଆଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ଲାଗୋସ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ୍ କ୍ଲାସିକ୍ସ ପ୍ରତିଯୋଗିତାରେ ଦୁଇଟି ପଦକ ହାସଲ କରିଛନ୍ତି ।…

କଟକରେ ‘ସାଇକୋ କିଲର୍’ ଆତଙ୍କ, ପୋଲିସ ପାଟ୍ରୋଲିଂରେ ସାମିଲ ହେଲେ ବିଧାୟକ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବା ଘଟଣା ପୋଲିସର ନିଦ ହଜାଇ ଦେଇଥିବା ବେଳେ ପୋଲିସର ପାଟ୍ରୋଲିଂ ଟିମରେ ସାମିଲ ହୋଇଛନ୍ତି ବିଧାୟକମାନେ । ଏହି ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବାରବାଟୀ-କଟକ ବିଧାୟକ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଦେହାନ୍ତ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ହାଇଦ୍ରାବାଦରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ସେ ଦୀର୍ଘ ଦିନ ଧରି…

କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହେଲେ ୧୪ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ରବିବାର ଦିନ ବାଚସ୍ପତି କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରେ ଜେଡିଏସର ୩ ଏବଂ କଂଗ୍ରେସର…

କଥାକୁହା ଫଟୋ: ପୁରୀ ବେଳାଭୂମିରେ ୧ ହଜାର ସ୍ୱେଚ୍ଛାସେବୀଙ୍କ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପୁରୀ: ପବିତ୍ର ପୁରୀ ସହରରେ ଓଡ଼ିଶାର ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ରର ‘ଶ୍ରୀ ସନ୍ଥ ଜନାର୍ଦ୍ଦନ ସ୍ୱାମୀ ଶଙ୍କର ସଂସ୍ଥା’ ପକ୍ଷରୁ ପ୍ରାୟ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ପୁରୀ ବେଳାଭୂମିରେ ସଫା-ସୁତରା କାର୍ଯ୍ୟକରି ସ୍ୱଚ୍ଛତା ବଜାୟ ରଖିଥିଲେ । ଦୀର୍ଘ…