Latest Odisha News

BREAKING NEWS

ରାଜ୍ୟରେ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛନ୍ତ ପଶ୍ଚିମବଙ୍ଗ ଫେରନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା…

ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚିଲା

ଡେରାଡୁନ: କିଲର କରୋନା ପ୍ରଭାବ ଯୋଗୁ ବାଧ୍ୟ ହୋଇ ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚାଯାଇଛି । ଏଥିନେଇ ଭକ୍ତଙ୍କ ମନ ଅସନ୍ତୋଷ ଥିଲେ ମଧ୍ୟ ସମସ୍ତେ ଉପାୟଶୂନ୍ୟ । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି । ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ…

ଲଞ୍ଚ ହେଲା ୱାଟରଡ୍ରପ୍ ଡିସପ୍ଲେ ସହିତ ଓପୋ ଏ୧୨; ଜାଣନ୍ତୁ, କ’ଣ ରହିଛି ଦାମ୍ !

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ଓପୋ ଏହାର ଏ ସିରିଜରେ ଏକ ନୂତନ ସ୍ମାର୍ଟଫୋନ୍  ଓପୋ ଏ୧୨ ଇଣ୍ଡୋନେସିଆରେ ଲଞ୍ଚ କରିଛି |  ମଧ୍ୟ-ବଜେଟ୍ ପରିସର ମଧ୍ୟରେ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନ୍ ମିଡିଆଟେକ୍ ହେଲିଓ ପି୩୫ ସଞ୍ଚାଳକ ସହିତ ସଜ୍ଜିତ ହୋଇଛି ଏବଂ ଏଥିରେ ଏକ ଡୁଆଲ୍ ରିୟର…

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ…

ବ୍ଲୁଟୁଥ୍ ସାହାଯ୍ୟରେ ପେମେଣ୍ଟ କରିପାରିବେ; ଗୁଗୁଲ ଲଞ୍ଚ କରିବ ସ୍ମାର୍ଟ ଡେବିଟ୍ କାର୍ଡ !

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍ ଦ୍ୱାରା କ୍ରେଡିଟ୍ କାର୍ଡର ସଫଳ ଉନ୍ମୋଚନ ପରେ ଗୁଗୁଲ ବର୍ତ୍ତମାନ ସାରା ବିଶ୍ୱରେ ଏହାର ଭର୍ଚୁଆଲ୍ ଏବଂ ଫିଜିକାଲ୍ ସ୍ମାର୍ଟ ଡେବିଟ୍ କାର୍ଡ ଲଞ୍ଚ କରିବାକୁ ଯାଉଛି।  ମିଡିଆ ରିପୋର୍ଟ ଅନୁଯାୟୀ ଗୁଗୁଲ ଏହାର ଡେବିଟ୍ କାର୍ଡରେ ଅନେକ ବିଶେଷ ବୈଶିଷ୍ଟ୍ୟ…

କରୋନା ଭାଇରସ କ୍ଷତିପୂରଣ ବାବଦକୁ ଜର୍ମାନୀ ୧୨ ଲକ୍ଷ କୋଟି ଟଙ୍କା ଚୀନକୁ ମାଗିଲା

ଲଣ୍ଡନ: କରୋନା ଭାଇରସ ଲଢ଼େଇ କରିବା ସହ ଧିରେ ଧିରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ଚୀନ ବିରୋଧରେ ସଂଗଠିତ ହେବାକୁ ଲାଗିଲେଣି । ସୋମବାର ଜର୍ମାନୀ କରୋନା ଭାଇରସ ବାବଦକୁ ୧୨ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଚୀନକୁ କହିଛି । ପୂର୍ବରୁ ୟୁରୋପର ଶକ୍ତିଶାଳୀ ଦେଶଗୁଡିକ ଫ୍ରାନ୍ସ,…

ଝଡ଼ର ଇଗଲ୍‌: ସ୍ୱାଭିମାନ ହିଁ ଶେଷକଥା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

‘ପ୍ୟାର କରୋନା’ରେ ସଲମାନଙ୍କ ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ସଲମାନଙ୍କ ନୂଆ ଗୀତ…

ଫେସବୁକ୍ ଭାରତରେ ଲଞ୍ଚକଲା କଲା ଲାଇଭ୍ ଗେମିଂ ଆପ୍, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: କରୋନା ଜୀବାଣୁ କାରଣରୁ ଘରେ ରହୁଥିବା ଉପଭୋକ୍ତାମାନଙ୍କ ପାଇଁ ଫେସବୁକ୍ ଗେମିଂ ଆପ୍ ଲଞ୍ଚ କରିଛି । ଏହି ଆପ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ବିଟା ଭର୍ସନ ଉପଲବ୍ଧ ହୋଇସାରିଛି । ଏପ୍ରିଲ ୨୦ରେ ଏହି ଗେମିଂ ପ୍ଲାଟଫର୍ମ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଛି । ଏହି ଆପ୍…

ଭୁବନେଶ୍ୱରକୁ ଇନ୍ଦୋର ସହ ତୁଳନା, ସଚେତନ ନ ହେଲେ ରୋକି ହେବନି କରୋନା ସଂକ୍ରମଣ

ଭୁବନେଶ୍ୱର: ଜନସାଧାରଣ ସଚେତନ ନହେଲେ କରୋନା ସଂକ୍ରମଣକୁ ରୋକି ହେବ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । କୋଭିଡ୍‌- ୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କର ଜନ ସାଧାରଣ ଯେତେଟା ସଚେତନ ଓ ସକ୍ରିୟ ସହରାଞ୍ଚଳର ଜନସାଧାରଣ ସେତେଟା ସଚେତନ ଓ ସକ୍ରିୟ…