Latest Odisha News

BREAKING NEWS

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ମହାଦେବଙ୍କ ପୂଜାର୍ଚ୍ଚନା ଲାଗି ସାରା ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା କାଉଡିଆମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୨-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୨ ରିଖ ସୋମବାର କର୍କଟ ୦୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ‘କୋଟିପତି’ ଡିଏଫଓ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଜଣେ ସରକାରୀ ବାବୁ । ବାବୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ଡିଏଫଓ ଆଶିଷ କୁମାର ବେହେରା । ଘର ଓ ସମ୍ପତ୍ତି ଉପରେ ଚଢ଼ାଉ କରି ଲଗାଦର ଦୁଇ ଦିନ ଧରି ଛାନଭିନ କରିବା ପରେ ରବିବାର ଦିନ ଡିଏଫଓଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ…

ଫେସବୁକରେ ହିରୋ ହୋଇଗଲେ ବିଧାୟକ, ଭାଇରାଲ୍ ହେଲା ରାସ୍ତାକାମ କରୁଥିବା ଫଟୋ

ନବରଙ୍ଗପୁର: ଏବେ ଫେସବୁକ୍ ସମେତ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଓଡ଼ିଶାର ଜଣେ ବିଧାୟକଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ବିଧାୟକ ଜଣକ ତାଙ୍କର ଭଲ କାମ ଲାଗି ଫେସବୁକର ବିଭିନ୍ନ ସୋସିଆଲ୍ ଗ୍ରୁପରେ ଏକରକମ ହିରୋ ପାଲଟିଯାଇଛନ୍ତି । ଫେସବୁକରେ ଏବେ ହିରୋ ପାଲଟିଯାଇଥିବା ଏହି ବ୍ୟକ୍ତି ଜଣକ…

ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ମହୋତ୍ସବ

ପୁରୀ: କଥାରେ ଅଛି ଜଗନ୍ନାଥ ଧାମ ପୁରୀରେ ବାର ମାସରେ ତେର ପର୍ବ ପାଳନ ହୁଏ। ରଥଯାତ୍ରାକୁ ଦିନ କେତେଟା ନବିତୁଣୁ ପୁଣି ଉତ୍ସବ ମୁଖର ବଡ଼ଦାଣ୍ଡ । ପୁରୀରେ ଆଜି ଠାରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ । ପୁରୀ ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବ ।…

ଦିଲ୍ଲୀ ବଜାରରେ ମିଳିବ କୋରାପୁଟ ହଳଦୀ

କୋରାପୁଟ: କୋରାପୁଟର ହଳଦୀ ଚାଷୀଙ୍କ ପାଇଁ ଖୁସି ଖବର । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରସ୍ତୁତ ହଳଦୀ ବହୁଶିଘ୍ର ନୂଆଦିଲ୍ଲୀକୁ ରପ୍ତାନୀ ହେବ । "ଏଠାରେ ବିକ୍ରି କରାଯାଉଥିବା ହଳଦୀର ଦାମ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ମଧ୍ୟରେ ରହୁଛି । ଯେଉଁଥିରୁ ହଳଦୀ ଚାଷୀମାନେ ମଧ୍ୟ…

କଥାକୁହା ଫଟୋ: ଶ୍ରାବଣ ସୋମବାର ଲାଗି ଶିବାଳୟ ଅଭିମୁଖେ କାଉଡ଼ିଆ…

ଭଦ୍ରକ: ଶ୍ରାବଣମାସର ପ୍ରଥମ ସୋମବାର ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବେ ଶ୍ରଦ୍ଧାଳୁ । ଓଡ଼ିଶାର ବିଭିନ୍ନ ଶିବାଳୟ ଅଭିମୁଖେ ରବିବାର ଦିନ ଯାତ୍ରାରମ୍ଭ କରିଛନ୍ତି ହଜାର ହଜାର ଶିବଭକ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପବିତ୍ର ଆରଡ଼ି ପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ…

ଭେଜିଟେବଲ୍‌ ଚିକେନ୍‌

ସାଧାରଣତଃ  ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍‌ ଖାଇଥିବେ । କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶାଇ ପ୍ରସ୍ତୁତ ହୋଇଥିବା ଭେଜିଟେବଲ୍‌ ଚିକେନ୍‌  ଖାଇଛନ୍ତି। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍‌ ଚିକେନ୍‌ । ସାମଗ୍ରୀ: ଚିକେନ୍‌, କଟା ବିଟ୍‌,…

ଶ୍ରାବଣର ପ୍ରଥମ ସୋମବାର ପାଇଁ ପ୍ରସ୍ତୁତ ଲିଙ୍ଗରାଜ ମନ୍ଦିର, ଜାଣନ୍ତୁ କ’ଣ ରହିଛି ନିର୍ଘଣ୍ଟ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ଶନିବାର ଅପରାହ୍ନରୁ କାଉଡିଆ ମାନେ ପ୍ରଭୁଙ୍କ ଜଳାଭିଷେକ ନିମନ୍ତେ ଏଠାରେ ଭିଡ଼ ଜମାଇଲେଣି । ଶାନ୍ତି ଶୃଙ୍ଖଳାରେ ଦର୍ଶନ କାର୍ଯ୍ୟ କରାଇବା ପାଇଁ ମନ୍ଦିର ପ୍ରଶାସନର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ।…

୧୨୮ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପାଇ କ’ଣ କଲେ ଗ୍ରାହକ, ଜାଣନ୍ତୁ

ଲକ୍ଷେ୍ନø: ଉତ୍ତରପ୍ରଦେଶର ହାପୁର ସ୍ଥିତ ଚାମରୀ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଜୁଳି ବିଭାଗ ପ୍ରାୟ ୧୨୮ କୋଟି ଟଙ୍କାର ବିଜୁଳି ବିଲ୍ ପ୍ରଦାନ କରିଛି । ଅପରପକ୍ଷରେ ବ୍ୟକ୍ତି ଜଣକ ବିଲ୍ ଦେୟ ପଇଠ ନକରିବାରୁ ବିଭାଗ ପକ୍ଷରୁ ତାଙ୍କ ଘରର ବିଜୁଳି ମଧ୍ୟ କାଟ୍ କରିଛି । ଦିଲ୍ଲୀଠାରୁ…