ଏପ୍ରିଲ ୨୦ରୁ ପୁନଃ ସେବା ପ୍ରଦାନ କରିବେ ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ସାଇଟ !
ନୂଆଦିଲ୍ଲୀ: ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ୍ ମଲ୍ ଭଳି ଅନ୍ଲାଇନ୍ କମ୍ପାନୀଗୁଡିକ ଏପ୍ରିଲ ମାସ ୨୦ ପରେ ସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି।
ବୁଧବାର ଦିନ ଗୃହ ମନ୍ତ୍ରଣାଳୟ ଲକଡାଉନ ବିସ୍ତାର ସମୟରେ ଅନୁସରଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିବା ପରେ…