Latest Odisha News

BREAKING NEWS

ମଞ୍ଚେଷ୍ଟର ଟେଷ୍ଟରେ ଓ୍ୱେଷ୍ଟଇଣ୍ଡିଜକୁ ୧୧୩ରନରେ ହରାଇଲା ଇଂଲଣ୍ଡ

ମଞ୍ଚେଷ୍ଟର: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ବାଜିମାତ । ଭ୍ରମଣକାରୀ ଟିମକୁ ୧୧୩ରନରେ ହରାଇଛି ଇଂଲିଶ ବାହିନୀ । ଏହାସହ ତିନି ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି । ମଞ୍ଚେଷ୍ଟରରେ ପ୍ରଥମ ଇନିଂସରେ ଇଂଲଣ୍ଡ ୯ ଓ୍ୱିକେଟ ହରାଇ ୪୬୯ ରନରେ ପାଳି…

ବିଜୟ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜୟ ମହାନ୍ତିଙ୍କ ବିୟୋଗରେ ସେ ଗଭୀର ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । କଳାର ଯାଦୁରେ ପିଢି ପରେ ପିଢି…

ଜନ୍ମଦିନରେ ବନ୍ଧୁ ବିଜୟଙ୍କୁ ହରାଇଲେ ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ବିଦାୟ ବିଜୟ । ପରଲୋକରେ ଓଲିଉଡର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ସମସ୍ତେ ବିଜୟଙ୍କୁ ଝୁରୁଛନ୍ତି । ବଲିଉଡ ଅଭିନେତା ନସିରୁଦ୍ଦିନ ଶାହଙ୍କ ପାଇଁ ବିଜୟଙ୍କ ବିୟୋଗ ବଡ଼ କ୍ଷତି । କାରଣ ନିଜ ଜନ୍ମଦିନରେ ପ୍ରିୟ ବନ୍ଧୁ ବିଜୟଙ୍କୁ ହରାଇଛନ୍ତି । ଆଜି ନସିରୁଦ୍ଦିନ ଶାହଙ୍କ…

ଭାରତରେ ଭୋଡାଫୋନ୍ ଆଇଡିଆ ଇ-ସିମ୍ ଲଞ୍ଚ , ଏହି ତିନୋଟି ସର୍କଲରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ:ଏୟାରଟେଲ ଏବଂ ରିଲାଏନ୍ସ ଜିଓ ପରେ ବର୍ତ୍ତମାନ ଭୋଡାଫୋନ୍ ଆଇଡିଆ ମଧ୍ୟ ଭାରତରେ ଇ-ସିମ୍ ଲଞ୍ଚ କରିଛି, ଯଦିଓ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଏହି ଇ-ସିମ୍ ଏବେ ଉପଲବ୍ଧ ହେବେ । ଭୋଡାଫୋନ୍ ଆଇଡିଆର ଇ-ସିମ୍ ବର୍ତ୍ତମାନ କେବଳ ଦିଲ୍ଲୀ, ଗୁଜୁରାଟ ଏବଂ ମୁମ୍ବାଇ ସର୍କଲରେ ଉପଲବ୍ଧ |…

ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଅଫେରା ରାଇଜର ଅତିଥି ହୋଇଛନ୍ତି ବିଜୟ ମହାନ୍ତି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ…

ସର୍ବୋତ୍ତମ ବିକ୍ରି ବଜାଜ ପଲସର ୧୫୦ କିଣିବା ଏବେ ପଡିବ ମହଙ୍ଗା, କମ୍ପାନୀ କଲା ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଅଗ୍ରଣୀ ଦୁଇ ଚକିଆ ନିର୍ମାତା ବଜାଜ ଅଟୋ ଏହାର ଦୁଇଚକିଆଗାଡି ମୂଲ୍ୟକୁ ଅପଡେଟ କରିଛି | କମ୍ପାନୀ ଏହାର ପଲସର ରେଞ୍ଜର ସର୍ବୋତ୍ତମ ବିକ୍ରୟ ମଡେଲ ପଲସର ୧୫୦ ର ମୂଲ୍ୟ ବୃଦ୍ଧି କରିଛି | ଏହି ବର୍ଷ କମ୍ପାନୀ ଏହାକୁ ନୂତନ ବିଏସ୬ ଇଞ୍ଜିନ୍ ସହିତ ଅପଡେଟ୍ କରି ବଜାରରେ ଏହି ବାଇକ୍…

କରୋନା ମୁକ୍ତ ହେଲା ନୂଆପଡ଼ା ଜିଲ୍ଲା

ଭୁବନେଶ୍ୱର: କରୋନା ମୁକ୍ତ ନୂଆପଡ଼ା ଜିଲ୍ଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଥିବା ସମସ୍ତ ୧୮ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ନୂଆପଡ଼ା କରୋନା ମୁକ୍ତ ହୋଇଛି । ବାକି ୨୯ ଜିଲ୍ଲାରେ ରହିଛି…

ପରଲୋକରେ ଓଲିଉଡର ଭେଟେରାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ପରଲୋକରେ ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ସେ ଗୁରୁତର ହୋଇପଡିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ଭେଟେରାନ ଅଭିନେତା ବିଜୟ ମହାନ୍ତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ସନ୍ଧ୍ୟାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।…

ଶଙ୍କର ଆଖି ହସ୍ପିଟାଲ ଦାନ କଲା ୨୦୦ ସୁରକ୍ଷା ଚଷମା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମରଝୋଲ ଶଙ୍କର ଚକ୍ଷୁ ହସ୍ପିଟାଲ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କ ପାଇଁ ୨୦୦ ଆଇ ପ୍ରୋଟୋକ୍ସନ ଗ୍ଲାସ୍ ପ୍ରଦାନ କରାଯାଇଛି। ଶଙ୍କର ଚକ୍ଷୁ ଡାକ୍ତରଖାନାର ଚକ୍ଷୁ ବିଶେଷଜ୍ଞ ଡ. ବି ପି ସାମଲ ଆଜି ଏହି ଚଷମାକୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ…