Latest Odisha News

BREAKING NEWS

ତୁମ ହାତେ କେଉଁ ଦେଇହେଲା

ତୁମ ହାତେ କେଉଁ ଦେଇହେଲା ଧନଞ୍ଜୟ ସ୍ୱାଇଁ ହାତଲେଖା ମୋ ଚିଠି ଯା’ ତଳେ ଲେଖିନି ଇତି ତୁମ ହାତେ କେଉଁ ଦେଇହେଲା! ତୁମରି ମୁଗୁନି ମୁହଁ ତୁମ ମୋତିଝରା ଲୁହ କାଗଜରେ ଆଙ୍କିବାର ଥିଲା, କାଲିକି ଆଙ୍କିବି ବୋଲି ଜମାକଲି ରଂଗ ତୂଳୀ ପବନରେ ସବୁ ଉଡ଼ିଗଲା... ତୁମ ହାତେ କେଉଁ…

ପାଟକୁରା ଭୋଟରଙ୍କ ମଝି ଆଙ୍ଗୁଠିରେ ଲାଗିବ କାଳି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ଭୋଟ ଦାନ ସମୟରେ ଭୋଟରଙ୍କ ମଝି ଆଙ୍ଗୁଠୀରେ କାଳି ଲଗାଯିବ ବୋଲି ଗୁରୁବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯଦି କୌଣସି ବୁଥରେ ସାନି ମତଦାନ ହୁଏ ତେବେ ଭୋଟରଙ୍କ…

ବିଜେଡ଼ି ସଦସ୍ୟଙ୍କ ପ୍ରଶ୍ନରେ ଏମିତି ମନ୍ତ୍ରୀ କି’ ଉତ୍ତର ଦେଲେ ଯେ, ଚୁପ ରହିଲେ ବିଧାୟକ !

ଭୁବନେଶ୍ୱର: ଗୁରୁବାର ଦିନ ଓଡ଼ିଶା ବିଧାନସଭାର ଶୂନ୍ୟକାଳ ସମୟରେ ଶାସକ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ରୋଚକ ପ୍ରଶ୍ନରେ ରାଜସ୍ୱ ଓ ଦୁର୍ବିପାକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଚଟାପଟ୍ ଉତ୍ତର ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା । ବିଧାୟକ ସରକାରଙ୍କଠୁ ଜାଣିବାକୁ…

କ୍ୟାନସରରୁ ରକ୍ଷାକରେ ତୁଳସୀ !

ଅନେକ ଲାଭଯୁକ୍ତ ଗୁଣରେ ଭରପୂର ତୁଳସୀ ବୃକ୍ଷକୁ ଜଡିବୁଟିର ରାଣୀ ବୋଲି କୁହାଯାଏ । ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ…

ବିଜେଡ଼ି ବନାମ ବିଜେଡ଼ି: ବିଧାନସଭାରେ ନିଜ ଦଳର ମନ୍ତ୍ରୀଙ୍କୁ ବର୍ଷିଲେ ବିଧାୟକ !

ଭୁବନେଶ୍ୱର: ବିଧାନସଭାରେ ଗତ ଦୁଇଦିନ ହେଲା ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ପରି ଆଜି ମଧ୍ୟ ବିଜେଡ଼ି ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ ଉଚ୍ଚବାଚ…

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ସିବିଆଇ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର: ଜଗତସିଂହପୁର ଏସପି ସୁଧା ସିଂହ ଯିଏକି ୨୦୦୬ ବ୍ୟାଚର ଆଇପିଏସ ଅଧିକାରୀ ସିବିଆଇରେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସିବିଆଇରେ ଯେଉଁ ୫ଜଣ ଏସପି ଭାବେ ନବଯିଯୁକ୍ତ ହୋଇଛନ୍ତି ସେଥିମଧ୍ୟରୁ ସୁଧା ସିଂହ ଅନ୍ୟତମ । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସ ଅନୁଯାୟୀ…

ଓଡ଼ିଆ ଆଇଆରଟିଏସ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ରେଲୱେ ବୋର୍ଡ଼ର ସଦସ୍ୟ (ଟ୍ରାଫିକ୍) ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସ୍ (ଆଇଆରଟିଏସ)ର ବରିଷ୍ଠ ଓଡ଼ିଆ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ଭାରତୀୟ ରେଲୱେ ବୋର୍ଡ଼ର (ଟ୍ରାଫିକ) ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମିଶ୍ର ବର୍ତ୍ତମାନ ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ କୋଲକାତାଠାରେ ଜେନେରାଲ୍ ମ୍ୟାନେଜର ଭାବେ…

ଫିନଲାଣ୍ଡରେ ବ୍ରୋଞ୍ଜ ଜିତିଲେ ଓଡିଆ ସ୍ପ୍ରିଣ୍ଟର ଅମୀୟ

ଫିନଲାଣ୍ଡ: ଫିନଲାଣ୍ଡର ମୋଟୋନେଟ୍ ଜିପି ଲାପିନହତିରେ ଅନୁଷ୍ଠିତ ହୋଇଥିବା ୧୦୦ମିଟର ପୁରୁଷ ବର୍ଗ ଦୌଡ ପ୍ରତିଯୋଗୀତାରେ ଓଡିଶାର ଉଦୀୟମାନ ସ୍ପ୍ରିଣ୍ଟର୍ ଅମୀୟ କୁମାର ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦.୫୫ ସେକେଣ୍ଡରେ କାଂସ୍ୟ ପଦକ ହାତେଇବା ସହ ଭାରତକୁ ପୁଣିଥରେ ଗୌରବାନ୍ୱିତ…

ସୋଆରେ ପ୍ରତିଷ୍ଠା ହେବ ଐତିହ୍ୟ ଏବଂ ସଂସ୍କୃତି ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିର ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଏକ କେନ୍ଦ୍ର ଖୋଲାଯିବ । ବିଶ୍ୱବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଘୋଷଣା କରାଯାଇଛି । ଏହାର…

କଥାକୁହା ଫଟୋ: ସୁଦୂର ଆମେରିକାରେ ମହାପ୍ରଭୁଙ୍କ ରଥଯାତ୍ରା…

ଭୁବନେଶ୍ୱର: ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ପାଳିତ ହୋଇଛି ରଥଯାତ୍ରା । ଆମେରିକାର ଅଧିକାଂଶ ସହରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ତିନିଠାକୁରଙ୍କ ପହଣ୍ଡି ସହିତ ରଥଯାତ୍ରା ଓ…