ଓଡ଼ିଆ ଆଇଆରଟିଏସ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ରେଲୱେ ବୋର୍ଡ଼ର ସଦସ୍ୟ (ଟ୍ରାଫିକ୍) ଭାବେ ନିଯୁକ୍ତ
ନୂଆଦିଲ୍ଲୀ: ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସ୍ (ଆଇଆରଟିଏସ)ର ବରିଷ୍ଠ ଓଡ଼ିଆ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ଭାରତୀୟ ରେଲୱେ ବୋର୍ଡ଼ର (ଟ୍ରାଫିକ) ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।
ଶ୍ରୀ ମିଶ୍ର ବର୍ତ୍ତମାନ ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ କୋଲକାତାଠାରେ ଜେନେରାଲ୍ ମ୍ୟାନେଜର ଭାବେ…