କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହେଲେ ବ୍ରିଟେନ ପ୍ରିନ୍ସ ଚାର୍ଲସ
ଲଣ୍ଡନ: ନିକଟ ଅତୀତରେ ୭୧ ବର୍ଷୀୟ ବ୍ରିଟେନ ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ସେ ଏବେ (କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ…