Latest Odisha News

BREAKING NEWS

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ଏକ ସୁଦୃଶ୍ୟ ଲମ୍ବା ବ୍ୟାଟ ନିର୍ମାଣ କରି ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । #AbhinandanTeamIndia  for winning against Pakistan in…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ରହିଛି।…

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ଆଜି ‘ଆଇଏମଏ’ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୬ଟାରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିବା…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କଲେ ମହାପ୍ରଭୁ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାରମ୍ପରିକ…

ପାକିସ୍ତାନକୁ ୮୯ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମାଞ୍ଚେଷ୍ଟର: ବିଶ୍ୱକପ ମୁକାବିଲାରେ ଭାରତ ପାକିସ୍ତାନକୁ ସମସ୍ତ ୭ଟି ମ୍ୟାଚରେ ପରାସ୍ତ କରିପାରି ଏକ ବିରଳ ରେକର୍ଡ଼ ସୃଷ୍ଟି କରିପାରିଛି । ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚର ଫଳାଫଳ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ଘୋଷଣା ହୋଇଛି । ଏହି ନିୟମ ଅନୁଯାୟୀ ଶେଷ ୫…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୭-୦୬-୨୦୧୯ ସୋମବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୭ ରିଖ ସୋମବାର ମିଥୁନ ୦୩ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର…

ବାପାଙ୍କ ଚିଠି

ବାପାଙ୍କ ଚିଠି ରଶ୍ମିରଂଜନ ସାହୁ ଗପ ବୋଲି ସେମିତି କିଛି ନଥାଏ । ପ୍ରତିଟି ଗପ ପ୍ରତିଥର ଜନ୍ମ ନିଏ ସେ ନିଜେ ଗପ ହବ ବୋଲି ଜାଣିନଥିବା ସତ୍ୱେ । କଥାଟା ଏଇଭଳି ହୁଏ ଯେ ଗପଟେ ଜନ୍ମ ହୁଏ; ଆଗରୁ ନଥାଏ, ଯାହା ଥାଏ ତାହା ସେମିତି ସେ ସମୟରେ ଜନ୍ମ ହେଇଥିବା କଥା ଟେ ଯାହା ଗପ ହୁଏ ସମୟ କ୍ରମରେ…

ପାକିସ୍ତାନକୁ ୩୩୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ମାଞ୍ଚେଷ୍ଟର: ବର୍ଷା ବାଧାପ୍ରାପ୍ତ ଭାରତ-ପାକିସ୍ତାନ ମ୍ୟାଚରେ ବିରାଟ ବାହିନୀ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିବା ଫଳରେ ଭାରତର ବିଜୟ ଆଶା ଉଜ୍ଜିବୀତ ହୋଇଛି । ଓପନର ରୋହିତ ଶର୍ମାଙ୍କ ଧୁଆଁଧାର ୧୪୦ର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ବିନିମୟରେ କରିଛି ୩୩୬ ରନ ।…

ରୋହିତଙ୍କ ଧୁଆଁଧାର ଶତକ ବଳରେ ଭାରତର ବିଶାଳ ୩୦୫ ରନ୍

ମାଞ୍ଚେଷ୍ଟର: ଦୁର୍ଦ୍ଦଶ ଓପନର ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ବଳରେ ଟିମ୍ ଇଣ୍ଡିଆ ୪ ୱିକେଟ ବିନିମୟରେ ୩୦୫ ରନ ସ୍କୋର କରିପାରିଛି । ଭାରତ ୪୫ ଓଭରରେ ୪ ୱିକେଟ ବିନିମୟରେ ୩୦୫ ରନ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇ ବନ୍ଦ ରହିଛି । ଟସରେ ଜିତି ପାକିସ୍ତାନ…

ମମତାଙ୍କ ସହ ଆଲୋଚନା କରିବାକୁ ରାଜିହେଲେ ଏନଆରଏସ ଡ଼ାକ୍ତର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଆଲୋଚନା କରିବାକୁ ଏନଆରଏସ ମେଡ଼ଇକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ପରିଶେଷରେ ରାଜି ହୋଇଛନ୍ତି, ମାତ୍ର ଏଥିଲାଗି ସର୍ତ୍ତ ଏକ ସର୍ତ୍ତ ରଖାଯାଇଛି । କେବଳ ଗଣମାଧ୍ୟମ ସମ୍ମୁଖରେ ଏହି ଆଲୋଚନା କରିବାକୁ କନିଷ୍ଠ ଡ଼ାକ୍ତରମାନେ ସର୍ତ୍ତ…