Latest Odisha News

BREAKING NEWS

ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ : ବିଜେଡି ପ୍ରାର୍ଥୀଙ୍କୁ ଲୋକସଭା ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ଗୁରୁବାର ଦିନ ବିଜେଡିକୁ କଡା ବିରୋଧ କରିଛି । ଏନେଇ ନୁଆଦିଲ୍ଲୀଠାରେ ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ତାଙ୍କ ଦଳ ଏନଡିଏର ଦ୍ୱିତୀୟ ବୃହତ୍ତମ ସହଯୋଗୀ…

ଜାଣନ୍ତୁ, ଏହି ବିରଳ ବ୍ୟକ୍ତିତ୍ୱଙ୍କୁ: ଯିଏ ପେନସନ ପଇସାରେ ବାନ୍ଧିଲେ ସେତୁ…

ଆନନ୍ଦପୁର : ବର୍ତ୍ତମାନର ବ୍ୟସ୍ତ ବହୁଳ ସମୟରେ ମଣିଷ କେବଳ ନିଜ ବିଷୟରେ ଚିନ୍ତା କରୁଥିବାବେଳେ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯିଏ ନିସ୍ୱାର୍ଥପର ଭାବରେ ସମାଜସେବା କରିବାରେ ଲାଗିପଡିଥାନ୍ତି । ଏପରି ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗଙ୍ଗାଧର ରାଉତ । ଯିଏ ନିଜ…

ଅନ୍ଧାର ରାତିର ପ୍ରେମ

ଅନ୍ଧାର ରାତିର ପ୍ରେମ ସୁବ୍ରତ କୁମାର ସେନାପତି କମ୍ଳେଶର ଆଦିମ ମନର ଗାଥା ନୀଲୁ! ଆଜି ଵି ଏ କକ୍ଷ ସେମିତି ନିସ୍ତବ୍ଧ ନିଶଦ୍ଦ। ଚାରିଆଡେ ପରିବ୍ୟାପ୍ତ ସେଇ ନିରନ୍ଧ୍ର ଅନ୍ଧକାର। କିନ୍ତୁ ଏ ଅନ୍ଧକାର ମୋ ପାଇଁ ନିଷ୍ପ୍ରୋୟଜନ । ହୁଏତ କହିପାର ଅସହ୍ୟ ଏ ଅନ୍ଧକାର, ଯାହା ଦିନେ ମୋ ପାଇଁ…

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଏଫଆଇଏଚ୍ ହକି ଟକ୍କର୍: ଋୁଷିଆକୁ ଭେଟୁଛି ଭାରତ

ଭୁବନେଶ୍ୱର: ଭାରତର ସ୍ପୋର୍ଟସ କ୍ୟାପିଟାଲ୍ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେଉଛି ପୁରୁଷ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ । ଏହି ହକି ପ୍ରତିଯୋଗିତାରେ ୮ଟି ରାଷ୍ଟ୍ର ଅଂଶ ଗ୍ରହଣ କରୁଥିଲେ ମଧ୍ୟ ଭାରତ ଟୁର୍ଣ୍ଣାମେଣ୍ଟର ଫେବରିଟ୍ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି…

ଆତ୍ମଶିକାର

ଆତ୍ମଶିକାର କିଶୋର ପାଣିଗ୍ରାହୀ ଏତେ କୋଳାହଳ ଭିତରେ ଆଉ କୋଉ ଶବ୍ଦଙ୍କର ବାକିରହିଗଲା ଆବାହନ, ଆଗମନ, ପୁନରାଗମନ ଆଚମନ, ପୁନରାଚମନ? ଚତୁର୍ଦିଗରେ ଏତେ ଶବ୍ଦରେ କଣ ଯଥେଷ୍ଟ ହୋଇଲାନାଇଁ ପ୍ରଦୂଷଣ, ନା ପୁଷ୍ଟ ହୋଇପାରିଲା ନାଇଁ କବିତା-କର୍ଷଣ? ଲୋଡ଼ା ନାହିଁ ଆଉ ଏତେ ଶବ୍ଦର…

ମାତ୍ରାଧିକ ପ୍ଲାଷ୍ଟିକ୍ ବ୍ୟବହାର ନେଇ ଆରମ୍ଭ ହେଲା କ୍ୟାମ୍ପେନ୍

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ତଥା ଏହାର କୁ-ପ୍ରଭାବକୁ ରୋକିବା ଲାଗି ସହରରେ ଏକ ସଚେତନତା ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି । ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍ (ଟିଏନଆଇଇ) ଦ୍ୱାରା ଗତକାଲି ୟୁନିଟ୍-୪ ମାର୍କେଟରେ “Say No to Plastic” ଭଳି ଏକ…

ଗୁମର ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଧର୍ମାନ୍ତରୀକରଣକୁ ନେଇ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କଡ଼ା ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟ ଦେଶର ଆଇନକୁ ବିରୁଦ୍ଧାଚରଣ କରୁଛି । ଏସମ୍ପର୍କରେ ‘ଦ ପ୍ରିଣ୍ଟ’ ନାମକ ଏକ ନ୍ୟୁଜ ପୋର୍ଟାଲକୁ…

+୨ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜୁନ୍ ୬ ତାରିଖ ତଥା ଆଜିଠୁ ଆରମ୍ଭ ହେଉଛି । ଆଜି ପୂର୍ବାହ୍ନ ୧୧ଟାରୁ ୫ଟା ଯାଏଁ ଆବେଦନ ପ୍ରକିୟା ଜାରି ରହିବ । ଏଥିଲାଗି ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ…

ରୋହିତଙ୍କ ଧୁଆଁଧାର ଶତକ, ବିଜୟରୁ ଆରମ୍ଭ ହେଲା ଭାରତର ବିଶ୍ୱକପ ଅଭିଯାନ…

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଆକର୍ଷଣୀୟ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଉପ-ଅଧିନାୟକ ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ଏବଂ ଚହଲଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିପାରିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୬-୦୬-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୬ ରିଖ ବୁଧବାର ବୃଷ ୨୩ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ତୁଳା କୁମ୍ଭ ରାଶିର…