Latest Odisha News

BREAKING NEWS

ନବନିଯୁକ୍ତ ଓଏଫଏସ ଅଫିସରଙ୍କର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ନବନିଯୁକ୍ତ ଓଏଫଏସ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଅଫିସରଙ୍କ ନାମ ଅଭିଳାଷ ସ୍ୱରୂପ ମହାପାତ୍ର । ସେ ବଲାଙ୍ଗୀର ଟିଟିଲାଗଡ଼ର ହୋଇଥିବା ବେଳେ ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ରେ ସପରିବାର ରୁହିଥିଲେ । ସେ ଗତ ୨୦୧୯ ମସିହାରେ ଓଏଫଏସ ପାଇଥିଲେ । ଆଜି…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୯ ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୫,୪୮,୩୧୮କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଭୟ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଯାଜପୁରର ଏହି ପଞ୍ଚାୟତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ବ୍ଲକର ଈଶାନପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ ରହିଥିବା କହିଛନ୍ତି କଶ୍ମୀର…

ଲଗାତାର ବଢି ଚାଲିଛି ତୈଳ ଦର: ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ  

ନୂଆଦିଲ୍ଲୀ:ଦେଶରେ ଲଗାତାର ବଢି ଚାଲିଛି ତୈଳଦର । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ତୈଳଦର । ଲଗାତାର ୨୧ ଦିନ ବୃଦ୍ଧି ପରେ ଗତକାଲି ଏହା ସ୍ଥିର ରହିଥିଲା । ଗୋଟିଏ ଦିନର ସ୍ଥିରତା ପରେ ଆଜି ପୁନଃ ପେଟ୍ରୋଲ ଲିଟର ପିଛା ୦୫ ପଇସା ଓ ଡିଜେଲ ୧୩ ପଇସା ବୃଦ୍ଧି ଘଟିଛି ।…

କରୋନା ପଜିଟିଭ ଚିହ୍ନଟ ହେଲା ୧୮ ମାସର ଶିଶୁ କନ୍ୟା

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକରୁ ଚିହ୍ନଟ ହୋଇଛନ୍ତି ୨ କରୋନା ପଜିଟିଭ୍‌। ସେମାନଙ୍କ ମଧ୍ୟରେ ରହିଛି ଜଣେ ୧୮ମାସର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଶିଶୁ ଜଣଙ୍କ ନିକଟରେ ନିଜ ବାପା ମାଆଙ୍କ ସହ ଦିଲ୍ଲୀରୁ ଫେରିଥିବା ବେଳେ ବଣିଆସାହି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ…

କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି: ଆନୁଷ୍ଠାନିକ ଭାବରେ କ୍ୱାରେଣ୍ଟାଇନ ଅବଧି ବଢାଇଛନ୍ତି ଗଜପତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହି ଅବଧି ୧୪ଦିନ ଥିବା ବେଳେ ଜିଲ୍ଲା ପ୍ରଶାସନ ସୋମବାର ଦିନ କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନ ବଢାଇଛନ୍ତି । ୨୧ ଦିନ ସଂଗରୋଧରେ ରହିବା ପରେ ପ୍ରଥମେ ପ୍ରୋତ୍ସାହନ ରାଶି ୧୦୦୦ ଟଙ୍କା ଏବଂ…

ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁସ୍ଥ ହେଲେଣି ୫୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ନୂଆଦିଲ୍ଲୀ: ବିଶ୍ୱରେ କୋଟିଏ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାହୁଁଚାହୁଁ ଏହି ମହାମାରୀ ସାରା ବିଶ୍ଵରେ ବିଜୁଳି ବେଗରେ ଛାଇ ଗଲାଣି । ସଦ୍ୟତମ ରିପୋର୍ଟ ଅନୁଯାୟୀ,ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୨ ହଜାର ୯୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫…

ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା: ଡବ୍ଲୁଏଚଆରପିଓ ପକ୍ଷରୁ ସହାୟତା ଦାବି

ଗଞ୍ଜାମ: ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଭବିଷ୍ୟତ । ଯଥାଶୀଘ୍ର କିଛି ବ୍ୟବସ୍ଥା କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ଲକଡାଉନ ଜାରି ରହିଛି । ଫଳରେ ସମସ୍ତ ଦୋକାନ ବଜାର ଏବଂ କଳ କାରଖାନା ବନ୍ଦ ରହିଛି । ଏଣୁ ବିଭିନ୍ନ ଶିଳ୍ପ…

ଚୀନ୍ ବିରୋଧରେ ପ୍ରତିବାଦ: କମ୍ପାନୀ ଟି-ସାର୍ଟ ପୋଡିଲେ ଜୋମାଟୋ କର୍ମଚାରୀ

କୋଲକାତା: ଫୁଡ଼ ଡେଲିଭରି ଆପ୍ ଜୋମାଟୋ କର୍ମଚାରୀମାନେ କମ୍ପାନୀ ଟି-ସାର୍ଟ ପୋଡି ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଚାଇନାର ପୁଞ୍ଜି ବିନିଯୋଗକୁ ବିରୋଧ କରି କେତେକ କର୍ମଚାରୀ ମଧ୍ୟ ଜୋମାଟୋରୁ ଚାକିରି ଛାଡିଛନ୍ତି। ଚାଇନାର ଆଲିବାବା…