ଜନସାଧାରଣଙ୍କ ସହ ଜଡିତ ରେଳ, ଘରୋଇକରଣର କୌଣସି ପ୍ରସ୍ତାବ ନାହିଁ : ରେଳମନ୍ତ୍ରୀ ପୀୟୁଷ ଗୋୟଲ
ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ: ରେଳବାଇର ଘରୋଇକରଣ ପ୍ରଶ୍ନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇକହିଛନ୍ତି ଯେ ସେପରି କୋୖଣସି ଯୋଜନା ନାହିଁ | ମଙ୍ଗଳବାର ଦିନ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଯେ ଭାରତୀୟ ରେଳ ଦେଶର ଲୋକଙ୍କ ସହ ଜଡିତ ଅଛି ଏବଂ…