Latest Odisha News

BREAKING NEWS

ଖାମଖିଆଲର ଚରମ ସୀମାରେ ଲଣ୍ଡନ, ନ୍ୟୁୟର୍କର ଯୁବପିଢ଼ୀ

ଲଣ୍ଡନ: କରୋନା ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଲାଣି । ଅଧିକାଂଶ ଦେଶ ଏହା ଯେପରି ନ ବ୍ୟାପିବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ତେବେ ଲଣ୍ଡନ, ନ୍ୟୁୟର୍କ ପରି ବଡ ବଡ ସହରରେ ରହୁଥିବା ଯୁବପିଢ଼ୀ ଏ ନେଇ ଖାମଖିଆଲରେ ରହୁଛନ୍ତି । ସରକାରଙ୍କ ନିଦେ୍ର୍ଧଶ ଏବଂ କଟକଣା…

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪…

ନବୀନଙ୍କ କରୋନା ସଂକ୍ରମଣ ପଦକ୍ଷେପକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଂଜୀକୃତ କରିବା ସୂଚନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟକୁ ପ୍ରଧାନମନ୍ତ୍ରୀ ମୋଦି ବେଶ୍ ପ୍ରଶଂସା କରିଛନ୍ତି । ଏ ସମ୍ପର୍କରେ ନବୀନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି…

ବିଦେଶରୁ ଫେରିଥିବା ସର୍ବାଧିକ ଲୋକ ଖୋର୍ଦ୍ଧା ଆସିଛନ୍ତିି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କରୋନାଭାଇରସକୁ ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନାଭାଇରସ ଗତକାଲି(ମଙ୍ଗଳବାର) ସୁଦ୍ଧା ୧୬୨ଟି ଦେଶକୁ…

କରୋନାକୁ ଚାଇନିଜ ଭାଇରସ କହିଲେ ଟ୍ରମ୍ପ, ଚୀନର ବିରୋଧ

ନୂଆଦିଲ୍ଲୀ :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଚାଇନିଜ ଭାଇରସ କହବା ପରେ ବିବାଦ ଉପୁଜିଛି । ଚୀନ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି । ଚୀନ୍‌ର ବିରୋଧ ସତ୍ତ୍ବେ ଟ୍ରମ୍ପ ଏହାକୁ ଚାଇନାର ଭୂତାଣୁ ବୋଲି କହୁଛନ୍ତି। ଯାହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

କରୋନା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସିଲ୍ ହେଲା ଗେଷ୍ଟହାଉସ୍ !

ଭୁବନେଶ୍ୱର: ଘାତକ କରୋନା ଭାଇରସ ସଂକ୍ରମଣକୁ ରାଜ୍ୟରେ ରୋକିବା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ଦୃଢ ପଦକ୍ଷେପ ଗ୍ରହଣ କରିଥିବା ସହିତ ଲଢେଇ ଜାରି ରଖିଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣ ଲାଗି ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲ ଲାଗି…

‘ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରୁଛି’ : ବିଜେପି ସାଂସ୍କୃତିକ ପ୍ରକୋଷ୍ଠ

ଭୁବନେଶ୍ୱର: କରୋନା ସଙ୍ଗୀତ ଗାଇ ବିବାଦକୁ ଆସିଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତ ପ୍ରସ୍ତୁତ କରିଥିବା ମ୍ୟୁଜିକ କମ୍ପାନିକୁ ବିଜେପିର ବିରୋଧ । କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ମନୋରଂଜନ ପାଇଁ କରୋନାକୁ ଏକ ଝିଅ ସହ ତୁଳନା କରିବା ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ବୋଲି…

କରୋନା ସତର୍କତା: OPSCର ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଓପିଏସଇ(OPSC)ର ସମସ୍ତ ପରୀକ୍ଷା ସ୍ଥଗିତ କରିବାକୁ ନେଇ ବୁଧବାର ଦିନ ଓଡିଶା ଲୋକସେବା ଆୟୋଗ(ଓପିଏସଇ) ସୂଚିତ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା କରୋନାଭାଇରସକୁ ନେଇ ଜାରି ହୋଇଥିବା ସ୍ୱାସ୍ଥ୍ୟ ଆଡଭାଇଜରିକୁ ଦୃଷ୍ଟିରେ ରଖି ଓପିଏସଇର ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷା ସ୍ଥଗିତ…

ଆପଲ୍ ଅଡିଓ ସେୟାରିଂ ଟେକ୍ନୋଲୋଜି ସହିତ ପାୱାରବିଟ୍ ଲଞ୍ଚ, ଆସନ୍ତୁ ଜାଣିବା ଏ ସମ୍ପର୍କରେ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍ ଏହାର ଦୁଇଟି ପାୱାର୍ ବିଟ୍ଲଞ୍ଚ କରିଛି। ଆପଲ୍ ର ପାୱାର୍-ବିଟ୍ ୩ ର ଉଭୟ ଅପଗ୍ରେଡ୍ ସଂସ୍କରଣ | ଆପଲ୍ ସବୁବେଳେ କିଛି ବିଶେଷ ପରିବର୍ତ୍ତନ ସହିତ ଏହାର ଉତ୍ପାଦ ଲଞ୍ଚ କରେ | କମ୍ପାନୀ ଏହି ପାୱାର୍-ବିଟ୍ ରେ ଏପରି କିଛି ପରିବର୍ତ୍ତନ କରିଛି, ଯାହାକୁ …

ଭାରତରେ ଲଞ୍ଚହେଲା ସାମସଙ୍ଗ ଗାଲାକ୍ସି ଏମ୨୧, ଆସନ୍ତୁ ଜାଣିବା ଏ ସମ୍ପର୍କରେ

ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଏମ୨୧ ଭାରତରେ ଲଞ୍ଚ ହୋଇଛି: ହ୍ୟାଣ୍ଡସେଟ ନିର୍ମାତା ସାମସଙ୍ଗ ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍ ଗାଲାକ୍ସି ଏମ୨୧ ଲଞ୍ଚ କରିଛି | ଗତ ବର୍ଷ ଭାରତରେ ଲଞ୍ଚ ହୋଇଥିବା ଗାଲାକ୍ସି ଏମ୍୨୦ ର ଏକ ଅପଗ୍ରେଡ୍ ସଂସ୍କରଣ ହେଉଛି ସାମସଙ୍ଗ ଏମ୍ ୨୧ | ସାମସଙ୍ଗ ଗାଲାକ୍ସି…