ଜୋରଦାର୍ ଚାଲିଛି ରିଲିଫ୍ ଓ ପୁନଃରୁଦ୍ଧାର କାର୍ଯ୍ୟ, ଅନେକ ଅଞ୍ଚଳରେ ସ୍ୱାଭାବିକ ଚାଲୁ ହେଲା ବିଦ୍ୟୁତ ସେବା
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ବିଧ୍ୱସ୍ତ ରାଜଧାନୀର କଳେବର ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି, ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ଚାଲୁ ହୋଇ ଯାଇଥିବାରୁ ସେଠାରେ ସ୍ଥାନୀୟ ବାସିନ୍ଦା ଆସ୍ୱସ୍ତ ହୋଇଛନ୍ତି । ମାତ୍ର ଅନେକ ଯାଗାରେ ପ୍ରଶାସନ ପହଞ୍ଚିପାରିନାହିଁ । ବିଏସି ପକ୍ଷରୁ…