ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମେହବୁବା ମୁଫତି ଓ କମଲ ହାସନ୍
ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।
ଏହି ବ୍ୟାତା ପରେ ଅଧା ଓଡିଶାର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ରାଜ୍ୟ ସରକାରଙ୍କ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଫଳରେ…