Latest Odisha News

BREAKING NEWS

କେନ୍ଦୁଝର: ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ସଫ୍ଟୱେୟାର୍ ଇଞ୍ଜିନିୟରଙ୍କୁ କାବୁକଲେ ବିଜେପି କର୍ମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଓଡିଶା ସ୍କୁଲ୍ ଅଫ୍ ମାଇନିଂ ପରିସରରେ ଥିବା ଏକ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବୁଲୁଥିବା ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଧରିଛନ୍ତି। ପରେ ଉକ୍ତ ଯୁବକଙ୍କୁ ପୋଲିସର ଜିମା ଦେଇଥିଲେ । ମିଳିଥିବା…

ଭୁବନେଶ୍ୱର: ଅଂଶୁଘାତରେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଅଂଶୁଘାତ ପ୍ରଭାବରେ ଜଣେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୪୪) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସେ ଭୁବନେଶ୍ୱର ରେଲୱେ ଷ୍ଟେସନରେ କାର୍ଯ୍ୟରତ…

ରାଜଧାନୀରେ ବାଲ୍ୟବିବାହ ରୋକିଲେ ପ୍ରଶାସନ, ବେଦୀରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଭରତପୁର ସ୍ଥିତ କଲ୍ୟାଣ ମଣ୍ଡପରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ବିବାହ କରାଯାଉଥିବା ବେଳେ ବିଏମସି ସିଡିପିଓ, ଅଙ୍ଗନବାଡି ସୁପରଭାଇଜର ଓ ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡଲାଇନ୍ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର…

ନବୀନଙ୍କ ଜୋରସାର୍ ପ୍ରଚାର, କେନ୍ଦ୍ରାପଡ଼ାରେ ଆଜି ବିଶାଳ ରୋଡ଼ ଶୋ’

ଭୁବନେଶ୍ୱର: ବିଜେପି ଲାଗି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନ ପ୍ରଚାର କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି । ମାତ୍ର ଆଞ୍ଚଳିକ ଦଳ ତଥା ଶାସକ ବିଜୁ ଜନତା ଦଳ…

ଆଜି ଓଡ଼ିଶାରେ ଅମିତ ଶାହ, ନିର୍ବାଚନୀ ସମାବେଶରେ ଯୋଗଦାନ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ନିର୍ବାଚନ ପ୍ରଚାରର ଅନ୍ତିମ ଦିବସ ଆଜି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ହେଉଥିବା ବେଳେ ପ୍ରଚାରର ଅନ୍ତିମ ଦିନରେ ଓଡ଼ିଶା ଗସ୍ତରେ ଆସି ବିଜେପି…

ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର : ଓଡିଶାର ଚତୃର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାର ଅଭିଯାନକୁ ଖୁବ୍ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଭିନ୍ନ ସ୍ଥାନରେ ବିଜୟ…

ଭାରତ ମହାସାଗରରେ ବଡ଼ ସାମୁଦ୍ରିକ ଝଡ଼ର ଆଶଙ୍କା, ଅବପାତରେ ପରିଣତ ହେଲା ଲଘୁଚାପ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ମହାସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ଝଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପୂର୍ବ ବିଷୁବରେଖା ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ କିଛି ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇଛି ।…

ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏୟାର୍ ଇଣ୍ଡିଆ ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆର ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏହାର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ରାତି ୩ଟା ଠାରୁ ସର୍ଭର୍ ସଟଡ଼ାଉନ ହେବା ଯୋଗୁଁ ଏହାର ବିମାନ ଯାତ୍ରୀମାନେ ବିଭିନ୍ନ ବିମାନବନ୍ଦରରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି । “ ବିମାନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୭-୦୪-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୭ ଶନିବାର ମେଷ ୧୪ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ବୃଷ ସିଂହ କନ୍ୟା ରାଶିର ଘାତ…

ବାଲେଶ୍ୱର ନିର୍ବାଚନୀ ପ୍ରଚାରରେ ଯୋଗଦେଲେ ରାହୁଲ, ଟାର୍ଗେଟରେ ମୋଦୀ

ବାଲେଶ୍ୱର: ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣାଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ପରିବର୍ତ୍ତନ ସଂକଳ୍ପ ସଭା’ରେ ଯୋଗଦେଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ସହିତ ଏହି ସଭାରେ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…