କେୟାର ହସ୍ପିଟାଲସ୍ ପକ୍ଷରୁ କିଡ୍ନି ରୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର: ବିଶ୍ୱ କିଡନି ଦିବସ ଅବସରରେ କେୟାର ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ସହରର କିଡ୍ନି ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରୋଗର ସାମଗ୍ରିକ ଚିକିତ୍ସା ଲାଗି ଇଟଂର-ଡିସିପ୍ଲିନାରି କେୟାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏଥିରେ ହସ୍ପିଟାଲ୍ର ବିଭିନ୍ନ…