Latest Odisha News

ମୁନିଗୁଡା ରେଳଷ୍ଟେସନରେ ମାଲବାହୀ ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ରେଲୱେ ଷ୍ଟେସନ ନିକଟରେ ଶନିବାର ଦିନ ଏକ ମାଲଗାଡି ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଟ୍ରେନଟି ବିଶାଖାପାଟଣାରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ନେଇ ଜଣାପଡିଛି । ଏହି ଖବର ଜଣାପଡିବା ପରେ ଟ୍ରେନକୁ ଅଟକା…

କଟକ: ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ସିଡିଏ ସ୍ଥିତ ସେକ୍ଟର-୧୦ରେ ଥିବା ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଶାଖାରେ ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଅନେକ ଦରକାରୀ କାଜଗପତ୍ର ଏବଂ କମ୍ପ୍ୟୁଟର ଗୁଡିକରେ ନିଆଁ ଲାଗି ପୋଡିଯାଇଛି ।…

ଓଡିଶାରେ ୧ମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷ ଭୋଟର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର୍ ମତଦାନ କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୨୩୩ଟି ବୁଥରେ ପାଖାପାଖି ୨୯ ଲକ୍ଷ ୭୨…

ସୁନ୍ଦରଗଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ: ଟାର୍ଗେଟରେ ବିଜେଡ଼ି ଓ କଂଗ୍ରେସ

ସୁନ୍ଦରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଓଡ଼ିଶାରେ ଦୁଇଟି ନିର୍ବାଚନୀ ସଭା ମଧ୍ୟରେ ସୁନ୍ଦରଗଡ଼ରେ ମୋଦୀ ଏକ ଜନସଭାକୁ ସମ୍ବୋଧିିତ କରିଛନ୍ତି । ବିଜେପି ପକ୍ଷରୁ ଆୟୋଜିତ ଏହି ନିର୍ବାଚନୀ ସଭାରେ ନରେନ୍ଦ୍ର ମୋଦୀ ଉଭୟ କଂଗେସ ଓ ବିଜେଡ଼ିକୁ…

ନବରଙ୍ଗପୁରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ

ଭୁବନେଶ୍ୱର : ଶାସକ ଦଳ ବିଜେଡି ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ଶନିବାର ଦିନ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନବରଙ୍ଗପୁରରେ ପ୍ରଚାର ଆରମ୍ଭ କରାଯିବ । ଗସ୍ତ ସୂଚୀଅନୁଯାୟୀ ମୁଖ୍ୟମନ୍ତ୍ରୀ ରାୟଗଡରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ନିର୍ବାଚନୀ ପ୍ରଚାର…

ଓଡ଼ିଶାରେ ବିଜେପି ଏଥର ରେକର୍ଡ଼ ସଂଖ୍ୟକ ଆସନ ଜିତିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ପୂର୍ବକଥାକୁ ଦୋହରାଇ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ରେକର୍ଡ଼ ସଂଖ୍ୟାରେ ଆସନ ଜିତି ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ଓଡିଶାର ସୁନ୍ଦରଗଡ ଓ ସୋନପୁର ଠାରେ ଜନସଭାକୁ ସମ୍ବୋଧିତ କରିବି । ଓଡିଶାର ନିର୍ବାଚନୀ ଫଳାଫଳ ସାରା…

ଆଜି ଘଟିପାରେ

ରାଶି ଫଳ ତା ୦୬-୦୪-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ମେଷ: ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ…

ଦେଖନ୍ତୁ ଏହି ଭିଡ଼ିଓ: ପ୍ରତିଦିନ ବ୍ୟାୟାମ ଦ୍ୱାରା ନବୀନ କିପରି ନିଜକୁ ରଖିଛନ୍ତି ଫିଟ୍…

ଭୁବନେଶ୍ୱର: ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ବ୍ୟାୟାମ କରୁଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଯାଇଛି । ନବୀନ କିପରି ଭାବେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଏହି ଭିଡ଼ିଓଟି ଦେଖିଲେ ଆପଣ ଜାଣିପାରିବେ । ନବୀନଙ୍କୁ ଏବେ ୭୨ ବର୍ଷ ବୟସ । ଏହି ପରିଣତ ବୟସରେ ସେ କିପରି ନିଜକୁ ସବୁଦିନ…

ମୋଦିଙ୍କ ବାୟୋପିକ୍‍ ପୋଷ୍ଟରରେ ଜାଭେଦ୍‍ ଅଖତର୍‍ଙ୍କ ନାଁକୁ ନେଇ ବିବାଦ

ମୁମ୍ବାଇ: ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଜୀବନୀ-ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦି’ର ରିଲିଜ୍‍ ତାରିଖକୁ ନେଇ ଅନିଶ୍ଚତତା ଲାଗିରହିଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ପରେ ବିବାଦ ସୃଷ୍ଟିହେବାରେ ଲାଗିଛି । ଆଗକୁ ନିର୍ବାଚନ ଥିବାବେଳେ ଏହାର…

ଆଜି, ଏପ୍ରିଲ୍‍ ୫ରେ ରହସ୍ୟମୟ ଭାବେ ଛାତରୁ ଖସିପଡ଼ିଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଛବିଶ ବର୍ଷ ତଳେ ଆଜି ତାରିଖରେ ଅର୍ଥାତ୍‍ ୫ ଏପ୍ରିଲ୍‍ ୧୯୯୩ରେ ନିଜ ମୁମ୍ବାଇସ୍ଥିତ ଚାରିମହଲା ଘରର ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଥିଲେ ସେ ସମୟର ସବୁଠାରୁ ଚର୍ଚ୍ଚିତା ଓ ଦାମୀ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀ । ନିଜର ଅନୁପମ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦକ୍ଷତା…