ପଂଜାବକୁ ବ୍ୟାପିଲା କରୋନା, ଅମୃତସରରେ ୨ ପଜିଟିଭ
ଅମୃତସର: ଦିଲ୍ଲୀ ପରେ ପଂଜାବକୁ ବ୍ୟାପିଲା ମାରାତ୍ମକ ଭୂତାଣୁ କରୋନା । ଶନିବାର ପଂଜାବର ମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏହାପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।…