Latest Odisha News

BREAKING NEWS

ଅଜସ୍ର ଫୁଲର ଉପତ୍ୟକା

ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ (୧୯୫୩) ପରିଣତ ବୟସରେ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବିଗତ ଅଳ୍ପକିଛି ବର୍ଷ ଭିତରେ ସେ ନିଜ କଥାସାହିତ୍ୟ ପାଇଁ ପାଠକମାନଙ୍କ ମନରେ ହାସଲ କରିସାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ସ୍ମୃତିର ତୃତୀୟ ପାହାଚ, ନିସ୍ତବ୍ଧ ରାତି ଓ ସ୍ମୃତିର ସିନ୍ଦୁକ, ଗୋଟିଏ ସନ୍ଧ୍ୟାର…

ରାଉରକେଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହିଳା ମୃତ

ରାଉରକେଲା : ପାନପୋଷ ସ୍ଥିତ ହକି ଛକ ନିକଟରେ ବୁଧବାର ଦିନ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଉକ୍ତ ଡ୍ରାଇଭର ଜଣକ ଟ୍ରକ୍ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି । ଖବର ପାଇ ରଘୁନାଥପଲ୍ଲୀ ପୋଲିସ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ । ଏଠାରେ ବିଜେପି ଓ କଂଗ୍ରେସ ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇସାରିଛନ୍ତି ।…

ଭବାନୀପାଟଣାରୁ ଉଦ୍ଧାର ହେଲେ ୨ ଅପହୃତ ନାବାଳକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କରଲପଡା ଥାନା ଅନ୍ତର୍ଗତ ଗୁଡିପଦରା ଗ୍ରାମରୁ ଅପହୃତ ହୋଇଥିବା ୨ ନାବାଳକଙ୍କୁ ମଙ୍ଗଳବାର ରାତିରେ ଚାରବାହାଲ ଗ୍ରାମରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ଉଭୟ ନାବାଳକ ଗୁଡିପଦରା ଗ୍ରାମର ଏକ ପଡିଆ…

ହୁଅନ୍ତା କି ଏମିତି

ହୁଅନ୍ତା କି ଏମିତି ଜୟଶ୍ରୀ ଦାଶ ବେଳେବେଳେ ଉଡ଼ିଛି ମୁଁ ଆଖିର ଆକାଶକୁ, ଭେଟିଛି ଜହ୍ନରେ ମାଟିକୁ, ଦଲକାଏ ସ୍ମୃତିର ଥାକରେ ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ, ଏବେ ବଢ଼ିଲେଣି... ଇସ୍ ,କେଡେ ଜୀବନ୍ତ ! ମାଟିରେ ଜୀବନ ଅଛି ବୋଲି ତ ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ…

କୋରାପୁଟରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

କୋରାପୁଟ : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାଓବାଦୀଙ୍କ ପକ୍ଷରୁ ଭୋଟ୍ ବର୍ଜନ ଲାଗି କୋରାପୁଟର ଜୟପୁର ସଦର ଥାନା ଅନ୍ତର୍ଗତ ପାଲିଗୁଡା ଗ୍ରାମରେ ମଙ୍ଗଳବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୁଟର ଜୟପୁର ସଦର ଥାନା ଅନ୍ତର୍ଗତ…

ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ନହେଉ : ବିଷ୍ଣୁ ନାଗର

ବିଷ୍ଣୁ ନାଗର (୧୪ ଜୁନ୍‍ ୧୯୫୦) ହିନ୍ଦୀ ସାହିତ୍ୟର ଜଣେ ଦିଗ୍‍ଗଜ ବ୍ୟକ୍ତିତ୍ୱ । ଗଳ୍ପ, ଉପନ୍ୟାସ, ଲଘୁକଥା, ସ୍ତମ୍ଭ ଓ କବିତା - ସବୁଥିରେ ତାଙ୍କର ଜବରଦସ୍ତ ଦଖଲ ରହିଛି । ସଂପ୍ରତି ଜାତୀୟ ସ୍ତରର ସମ୍ବାଦଭିତ୍ତିକ ହିନ୍ଦୀ ସାପ୍ତାହିକୀ ‘ଶୁକ୍ରବାର’ର ସଂପାଦକ ଭାବେ ଦିଲ୍ଲୀରେ କାର୍ଯ୍ୟରତ ।…

ମୟୂରଭଞ୍ଜ: ଆମ୍ବୁଲାନ୍ସ ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ବାରିପଦାର ୨ଜଣ ବ୍ୟକ୍ତି ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା…

କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଦିନ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଏହି ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ରହିଛି ଯେ, ଦେଶଦ୍ରୋହ ଅପରାଧକୁ ପରିଭାଷିତ କରୁଥିବା ଦଣ୍ଡ ଓ ସଂହିତା ଧାରା ୧୨୪ର ଅନେକ ଦୁରୁପଯୋଗ କରାଯାଇଛି । କଂଗ୍ରେସ ଏହି ନିର୍ବାଚନ ଜିତି…