ବଢୁଛି ଅର୍ଗାନିକ ଚାଷ ପ୍ରଣାଳୀର ଚାହିଦା…
ଆଜିର ସମୟରେ କୃଷିରେ ରାସାୟନିକ ଦ୍ରବ୍ୟର ବ୍ୟବହାର ବିଭିନ୍ନ ରୋଗର କାରଣ ପାଲଟୁଥିବା ବେଳେ କୃଷକମାନେ ଏକ ନୂତନ ଚାଷ ପ୍ରଣାଳୀ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି ।
ଏବେ କୃଷକମାନେ ନିଜ ନିଜ ଜମିରେ ଅର୍ଗାନିକ ପ୍ରଣାଳୀର ବ୍ୟବହାର କରି ଫସଲର ଉତ୍ପାଦ ବଢାଇବା ସହ ଭଲ ଆୟ ମଧ୍ୟ କରୁଛନ୍ତି ।…