ବାଂଲାଦେଶୀ ସେକ୍ସ ରାକେଟ ଠାବ; ଜଣେ ଦଲାଲକୁ ଗିରଫ କଲା ଏସଟିଏଫ
ଭୁବନେଶ୍ୱର: ଏସଟିଏଫର ଅଫରାଧ ଶାଖା ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରିଛି । ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗୋଠପାଟଣା ଅଂଚଳର ପ୍ରଶାନ୍ତ କୁମାର ଓରଫ ବୁଲୁ ।
ବରମୁଣ୍ଡା ବସ ଷ୍ଟାଣ୍ଡରେ…