Latest Odisha News

BREAKING NEWS

କରୋନା ଭାଇରସ ପ୍ରଭାବରେ ଖସିପାରେ ବିଶ୍ୱ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଏଭା ବିଶ୍ୱ ଅର୍ଥନୀତି ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କରୋନା ଜୀବାଣୁକୁ ଏକ ଗୁରୁତର ଆହ୍ୱାନ ବୋଲି କହିଛନ୍ତି | ଏହି ସଙ୍କଟ ଯୋଗୁଁ ବିଶ୍ୱ ଅଭିବୃଦ୍ଧି ପ୍ରଭାବିତ ହୋଇପାରେ ବୋଲି ଜର୍ଜିଏଭା ବୁଧବାର ଦିନ…

କାଙ୍ଗାଳ କରୁଛି କରୋନା ଭାଇରସ : ୟୁରୋପ ୟୁନିୟନର ୧.୧ ଲକ୍ଷ କୋଟି ଓ ଭାରତର ୨.୫ ହଜାର କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ: କାଙ୍ଗାଳ କରୁଛି କରୋନା ଭାଇରସ । ଚୀନର ଏହି ବ୍ୟାଧି ଏବେ ସାରା ବିଶ୍ୱ ପାଇଁ କରାଳ ରୂପ ଧାରଣ କରିଲାଣି । ଆର୍ଥୀକ ଦୃଷ୍ଟିକୋଣରୁ ବିଚାର କଲେ କରୋନା ଯୋଗୁ କେବଳ ୟୁରୋପ ୟୁନିୟନର ୧.୧ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏ ନେଇ ଚିନ୍ତା ବ୍ୟକ୍ତ କରି…

ଓଡିଶା ଭିତ୍ତିକ ଉଦ୍ୟୋଗ କ୍ରିସ୍ ଏଲ୍ଇଡିକୁ ମିଳିଲା ‘ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍’ ଆଓ୍ବାର୍ଡ

ଭୁବନେଶ୍ୱର: କ୍ରିସ୍ ଇଣ୍ଡିଜିନିୟସ୍ ଟେକ୍ନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡକୁ ମିଳିଛି 'ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍ ୨୦୨୦' ଆଓ୍ବାର୍ଡ । ଓଡିଶା ଭିତ୍ତିକ ଏହି ଏଲ୍ଇଡି ମାନୁଫାକଚରର କମ୍ପାନୀ 'ବେଷ୍ଟ ବ୍ରାଣ୍ଡ ଅଫ ଦି ଇୟର' ଭାବେ ସମ୍ମାନୀତ ହୋଇଛି। ଗୋଆଠାରେ ଅନୁଷ୍ଠିତ…

ଜିପ୍ ଲଞ୍ଚ କଲା ଇ-ବାଇକ୍, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ:ଜିପ୍ ଏହାର ନୂତନ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଛି । କମ୍ପାନୀ ଏହାର ସର୍ବ-ଇ-ବାଇକ୍ ବୁକିଂ ଆରମ୍ଭ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫,୮୯୯ ଡଲାର (ପ୍ରାୟ ୪.୩୦ ଲକ୍ଷ ଟଙ୍କା) । ୭୫୦ ୱାଟର ମୋଟର ସହିତ ଆସୁଥିବା ଏହି ବାଇକ୍ ତିଆରି କରିବା ପାଇଁ ଜିପ୍ କଲୋରଡୋ ଭିତ୍ତିକ…

ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଲା: କଂଗ୍ରେସର ହରଦୀପ ସିଂ ଦେଲେ ଇସ୍ତଫା

ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତି ଆହୁରି ସରଗରମ ହୋଇଯାଇଛି । ଗୁରୁବାର ନିଖୋଜ ୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ହରଦୀପ ସିଂ ଡଂଗ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠେଇ ଦେଇଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚିନ୍ତା ବଢ଼ିଛି । ସେ ଏହା ପୂର୍ବରୁ କଶ୍ମୀରରୁ…

ସଫଳତାର ସହ ଶେଷ ହେଲା ‘ବିଜୁ ପଟ୍ଟନାୟକ ମିନି ମାରାଥନ’; ଭାଗନେଲେ ୩୦୦୦ ପ୍ରତିଯୋଗୀ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଗୁରୁବାର ୭ଟା ସମୟରେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ…

ଭାରତୀୟ ଆର୍ମି ଉଡାଇଲେ ପାକିସ୍ତାନ ପୋଷ୍ଟ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଭାରତ ମଧ୍ୟରେ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନାର ଉଦ୍ୟମକୁ ଭାରତୀୟ ଆର୍ମି କଡା ଜବାବ ଦେଇଛି । କୁପୱାଡା ଅଂଚଳରେ ଏ ନେଇ ସେନା ଖବର ପାଇବା ପରେ ବଡ ଧରଣର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଏଥିରେ ପାକିସ୍ତାନ ସୀମାର କେତେକ ଫରୱାର୍ଡ ପୋଷ୍ଟ ନଷ୍ଟ…

୪ ବର୍ଷରେ ୨୦ ଲକ୍ଷ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ୯ଜଣ ହିତାଧିକାରୀଙ୍କୁ ପକ୍କାଘର ‘ଯୋଗ୍ୟତା କାର୍ଡ ଅଧିକାର’ ପତ୍ର ବଣ୍ଟନ କରି ୨୦ଲକ୍ଷ ପକ୍କାଘରର ବଣ୍ଟନ ପ୍ରକିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି…

ସଂସଦ ଭିତରକୁ ଗୁଳି ନେଇ ଯାଉଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍ । ପୁଲିସର ସୂଚନା ଅନୁଯାୟୀ, ଅଖତର ସଂସଦର ଗେଟ୍ ନମ୍ୱର ୮ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଗେଟ୍ ନିକଟରେ…

ଲଞ୍ଚ ହେଲା ରିଅଲମିର ଫିଟନେସ୍ ବ୍ୟାଣ୍ଡ, ଜାଣନ୍ତୁ କ’ଣ ରହିଛି ବୈଶିଷ୍ଟ୍ୟ ଓ ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ ରିଅଲମି ବ୍ୟାଣ୍ଡ ଲଞ୍ଚ ହୋଇଛି । ରିଅଲମି ଆଜି ଏହାର ପ୍ରଥମ ଫିଟନେସ ବ୍ୟାଣ୍ଡ ରିଅଲମି ବ୍ୟାଣ୍ଡକୁ ଭାରତରେ ରିଅଲମି ୬ ଏବଂ ରିଅଲମି ୬ ପ୍ରୋ ସ୍ମାର୍ଟଫୋନ ସହିତ ଏହାର ନୂତନ ରିଅଲମି ୬ ସିରିଜରେ ଲଞ୍ଚ କରିଛି । ଆସନ୍ତୁ ରିଅଲମିର ପ୍ରଥମ ଫିଟନେସ୍ ବ୍ୟାଣ୍ଡର ବୈଶିଷ୍ଟ୍ୟ…