ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସାଙ୍ଗଠନିକ ସଚିବ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଜନତା ଦଳର ସାଙ୍ଗଠନିକ ସଚିବ ଭାବରେ ନିଯୁକ୍ତ କରିଛନ୍ତି।
ଯାହାଫଳରେ ଶ୍ରୀ ଦାସ ଏବେ ଓଡିଶାରେ ଶାସକ ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟର ଦାୟିତ୍ୱରେ ରହିବେ।
୨୦୧୪ ଏବଂ…