ସେମିଫାଇନାଲରେ ବର୍ଷା ଆଶଙ୍କା : ମ୍ୟାଚ ବାତିଲ ହେଲେ ଭାରତ ଫାଇନାଲକୁ ଯିବ
ସିଡନୀ: ଆଇସିସି ମହିଳା ଟି୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଗୁରୁବାର ଖେଳାଯିବ । ଏହି ମ୍ୟାଚରେ କିନ୍ତୁ ବର୍ଷା ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ଯୋଗୁ ମ୍ୟାଚ ସମ୍ଭବପର ନ ହେଲେ ଭାରତ ଇଂଲଣ୍ଡକୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିବ ।
ଗ୍ରୁପ୍…