Latest Odisha News

BREAKING NEWS

ରିଲିଜ୍ ହେଲା ସ୍ୱଚ୍ଛତାକୁ ନେଇ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’

ମୁମ୍ବାଇ: ବଲିଉଡ଼ରେ କିଛିଦିନ ହେଲା ସ୍ୱଚ୍ଛତାକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । ଏହି ଫିଲ୍ମଗୁଡ଼ିକ ମଧ୍ୟ ଆଶାତୀତ ଭାବେ ଜନାଦୃତ ହୋଇପାରିଛି । କେତେକ ଫିଲ୍ମ ପ୍ରଯୋଜକ ବଡ଼ ବଜେଟର ଫିଲ୍ମ ଅପେକ୍ଷା ସୁସ୍ଥତା ଓ ସ୍ୱଚ୍ଛତାକୁ ନେଇ ଅଭିନବ ଢଙ୍ଗରେ ଫିଲ୍ମ ନିର୍ମାଣ କରିବା ପରେ ଏହା…

କ୍ରିକେଟର ଶ୍ରୀସନ୍ଥଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ ଦଣ୍ଡାଦେଶ

ନୂଆଦିଲ୍ଲୀ : ବିସିସିଆଇ ଦ୍ୱାରା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଏସ୍.ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ୨୦୧୩ ମସିହାରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)…

ବରଗଡ ବିଶାଳ ଜନସମାବେଶରେ ରାହୁଲ

ବରଗଡ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବରଗଡରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେବେ । ଗସ୍ତ କାର୍ଯ୍ୟକ୍ରମ ସୂଚୀନୁଯାୟୀ ରାହୁଲ ଦ୍ୱିପ୍ରହର ୧୨ଟା ସମୟରେ ହେଲିକପ୍ଟର ଯୋଗେ ରାୟପୁରରୁ ବାହାରି ପାଖାପାଖି ୧୨ଟା ୩୦ମିନିଟ୍ ସମୟରେ ବରଗଡ…

ବର୍ଷା ସୂଚନା: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ କାଳବୈଶାଖୀ ଆଶଙ୍କା ରହିଛି । ଏହାଫଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଏବଂ ପବନ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।…

ମୁମ୍ବାଇ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଷୁଡ଼ି ୫ ମୃତ, ୩୬ ଜଣ ଗୁରୁତର ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ ଭୁଷୁଡ଼ି ପଡ଼ିବା ଫଳରେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା…

ବଡ଼ ଖବର: ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ ଡ଼ାକ୍ତର ଦାମୋଦର ରାଉତ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀଠାରେ ଡ଼ାକ୍ତର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ବେଳେ ସେଠାରେ…

ବଡ଼ ଖବର: ବିଜେପିରେ ଯୋଗ ଦେବା ସ୍ପଷ୍ଟ କଲେ ଦାମୋଦର ରାଉତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ଖୁବଶିଘ୍ର ବିଜେପିରେ ଯୋଗଦେବେ । ନୂଆଦିଲ୍ଲୀରୁ ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇ ଡ଼ାକ୍ତର ଦାମୋଦର ରାଉତ କହିଛନ୍ତି, “ମୁଁ ଆଜି କିମ୍ବା ଆସନ୍ତାକାଲି ସକାଳେ ବିଜେପିରେ ଯୋଗଦାନ କରୁଛି,”ବୋଲି ସେ କହିଛନ୍ତି ।…

ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜେଡ଼ି ପ୍ରାର୍ଥୀ ଘୋଷଣା ଯେକୌଣସି ମୂହୁର୍ତ୍ତରେ ହେବାର ସମ୍ଭାବନା ରହିଥିବାରୁ ନବୀନ ନିବାସ ସମ୍ମୁଖରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି । ପାର୍ଟି ସୂତ୍ରରୁ ଜଣାପଡ଼ିଛି, ବିଜେଡ଼ି ଟିକଟରେ ପ୍ରାର୍ଥୀ ନିଶ୍ଚିତ…

ରାଜ୍ୟର ୬ଟି ଜିଲ୍ଲାକୁ ବିପଦପୂର୍ଣ୍ଣ କାଳବୈଶାଖୀ ସତର୍କ ସୂଚନା, ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଗୁରୁବାର ଦିନ ୬ଟି ଜିଲ୍ଲାରେ ବିପଦପୂର୍ଣ୍ଣ କାଳବୈଶାଖୀ ହେବାର ଆଲର୍ଟ କରିଛନ୍ତି । ଏସଆରସି ପକ୍ଷରୁ ଯେଉଁସବୁ ଜିଲ୍ଲାଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ସେହି ଜିଲ୍ଲାଗୁଡ଼ିକ ହେଲା – ବୌଦ୍ଧ, ନୟାଗଡ଼, ଢେଙ୍କାନାଳ,…

ପୂର୍ବତନ ବିଏମସି ମେୟର୍ ଅନନ୍ତ ଜେନା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ

ଭୁବନେଶ୍ୱର: ପୂର୍ବତନ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ମେୟର୍ ଅନନ୍ତ ନାରାୟଣ ଜେନାଙ୍କୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ନିକଟରେ ଶ୍ରୀ ଜେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ଅଧ୍ୟକ୍ଷ ଭାବେ…