Latest Odisha News

BREAKING NEWS

ଝିଅକୁ ବିବାହ କରାଇବା ପାଇଁ ମାଇକ ଟାଇସନ ବ୍ୟଗ୍ର, ଜ୍ବାଇଁକୁ ଦେବେ ୭୦ ଲକ୍ଷ ଟଙ୍କା !

ନ୍ୟୁୟର୍କ: ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ମାଇକ ଟାଇସନ ତାଙ୍କ ଝିଅ ମିକି ଲୋର୍ଣ୍ଣାଙ୍କ ବିବାହ ନେଇ ବ୍ୟସ୍ତ ହେଉଥିବା ଖବର ପ୍ରକାଶ ପାଇଛି । ଯିଏ ତାଙ୍କ ୩୦ ବର୍ଷୀୟ ଝିଅଙ୍କୁ ବିବାହ କରିବ ସେ ୭୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି । ତେବେ ଏହି ରିପୋର୍ଟ ଭାଇରାଲ ହେବା ପରେ ଟାଇସନ…

ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୪ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବିଜେଡି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିଜେଡି ଦଳ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁସାରେ, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟଙ୍କୁ କରଞ୍ଜିଆ ଓ ଯଶିପୁର…

ବିଜୁ ପଟ୍ଟନାୟକଙ୍କ ଉପରେ ନୂଆ ବହି: ‘ଡେୟାର୍ ଡେଭିଲ୍ ଡେମୋକ୍ରାଟ’

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଉ ଗୋଟିଏ ଇଂରାଜୀ ପୁସ୍ତକ ରଚନା ହୋଇଛି । ଯାହାର ନାମ ରହିଛି ‘ଦି ଆଡଭେଞ୍ଚର୍ସ ଅଫ୍ ଡେୟାର୍ ଡେଭିଲ୍ ଡେମୋକ୍ରାଟ’ । ଆସନ୍ତା ୬ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଏହି ପୁସ୍ତକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ।…

ବାରିପଦା ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ

ବାରିପଦା: ବାରିପଦାସ୍ଥିତ ପି.ଆର.ଏମ୍ ମେଡିକାଲରେ ଚିକିତ୍ସାରତ ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସୁରଜ ନାଥ ଏବଂ ସେ ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ମୟୂରଭଞ୍ଜରେ ରହୁଥିଲେ । ମିଳିଥିବା…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ସିଡନୀ:ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୪୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନାତାଲି ଶିବର(୫୭ରନ)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ…

ଭୁଲ୍ ଇଞ୍ଜେକସନ୍ ଯୋଗୁଁ ପୁରୀରେ ଯୁବକଙ୍କର ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲାର ଡେଲାଙ୍ଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଭୁଲ୍ ଇଞ୍ଜେକସନ୍ ଦିଆଯିବା ଫଳରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ କବିନ୍ଦ୍ର ବେହେରା ଏବଂ ସେ ଡେଲାଙ୍ଗା ବ୍ଲକ ଅନ୍ତର୍ଗତ ରତାପଡା ଗାଁର ବାସିନ୍ଦା ବୋଲି…

ଅଲଗା ପ୍ରକାର ନାମ ପାଇଁ କମ୍ପାନୀର ଅଫର, ୦୦୩ ଜିତିଲେ ପିଜା ପୁରସ୍କାର

ମେକ୍ସିକୋ ସିଟି: ସ୍ଥାନୀୟ ମେରିଦା ସହରରେ ଏକ ପିଜା କମ୍ପାନୀ ନୂତନ ପ୍ରକାର ପ୍ରତିଯୋଗିତା ରଖିଥିଲା । ଏହା ମୁତାବକ ଅଦ୍ଭୁତ ଓ ଅଲଗା ପ୍ରକାର ନାମ ରଖିଥିବା ବ୍ୟକ୍ତିଙ୍କୁ ମାଗଣାରେ ପିଜା ପ୍ରଦାନ କରାଯିବ । ଏଥିରେ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ ଲିଷ୍ଟରେ ନିବିୟା, ବାହାଜିବାଦି…

ଆର୍ମି ଅଫିସର ଲୁକ୍‌ରେ ଆମିର ଖାନ

ମୁମ୍ବାଇ: ଆର୍ମି ଅଫିସର ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ୍ । ତାଙ୍କର ଆଗାମୀ ଫିଲ୍ମ “ଲାଲ ସିଂହ ଚଡ୍ଡା”ର ସୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆମିର ଖାନଙ୍କ ଭିନ୍ନ ଭିନ୍ନ ଲୁକ୍ ସାମ୍ନାକୁ ଆସୁଛି । ଏହାରି ଭିତରେ ତାଙ୍କର…

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା । ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି…

ଟ୍ରାଫିକ ଚେକିଂ: ମଧ୍ୟାହ୍ନ ସୁଦ୍ଧା ୨ଲକ୍ଷ ୫୦ ହଜାର ଟଙ୍କା ଫାଇନ ଆଦାୟ

ଭୁବନେଶ୍ୱର: ସରିଛି ଡେଡ୍ ଲାଇନ୍ । ୬ ମାସର କୋହଳ ପରେ ପୁଣି କଡାକଡି ହୋଇଛି ନୂଆ ମୋଟର ଯାନ ଆଇନ । ପୁଣି ଆରମ୍ଭ ହୋଇଛି ଛକ ଛକରେ ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସ୍ଥାନେ ସ୍ଥାନେ ଜଗି ଚାଲାଣ କାଟୁଛି ପୋଲିସ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ…