ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କଲା ନିର୍ଭୟା ଦୋଷୀ ପବନ ଗୁପ୍ତା
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶି ଦଣ୍ଡାଦେଶ ଘୁଂଚି ଘୁଂଚି ଯାଉଛି । ଏବେ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଏହି ପିଟିସନରେ ପବନ ଗୁପ୍ତା ଫାଶି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି ।
ସୂଚନାଯୋଗ୍ୟ, ନିର୍ଭୟା…