ସମୁଦ୍ର ନାବିକ ତିଆରି କଲେ ୭୦ ହଜାର ଦିଆସିଲି କାଠିରେ ୪୦୦ ବର୍ଷ ତଳର ଜାହଜ
ସାଉଥାମ୍ପଟନ: ବ୍ରିଟେନର ପୂର୍ବତନ ସମୁଦ୍ର ନାବିକ ଡେଭିଡ ରେନାଲ୍ଡ ୭୦ ହଜାର ଦିଆସିଲି କାଠିରେ ୪୦୦ ବର୍ଷ ତଳର ଏକ ଜାହାଜର ପ୍ରତିକୂର୍ତି କରିଛନ୍ତି । ଏହି ୭.୨ କିଲୋଗ୍ରାମର ଜାହଜର ଅବିକଳ ନକଲ ପ୍ରସ୍ତୁତ କରିବାକୁ ତାଙ୍କୁ ୯୦୦ ଘଂଟା ସମୟ ଲାଗିଥିଲା । ଦିଆସିଲି କାଠି, ଅଠା ଓ ଦଉଡିରେ ସେ…