ଶାହାଙ୍କ ଅଧ୍ୟକ୍ଷତାରେ ଚାଲିଛି ପୂର୍ବାଞ୍ଚଳ ପରିଷଦ ବୈଠକ; ନବୀନ ରଖିଲେ ବିଭିନ୍ନ ଦାବି
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ। ଏହି ବୈଠକ ଆଜି ପୂର୍ବାହ୍ନ ୧୦ଟା ୪୦ମିନିଟ ସମୟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।
ନବୀନଙ୍କ…