ଦିଲ୍ଲୀ ହିଂସାକାଣ୍ଡ: ବିଜେପିକୁ ଦାୟୀକରି ଶାହଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ନେତା
ଭବାନୀପାଟଣା: ସିଏଏକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦିଲ୍ଲୀରେ ଚାଲିଛି ହିଂସାକାଣ୍ଡ । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ଚାଲିଥିବା ଏହି ହିଂସାକାଣ୍ଡ ଲାଗି ବିଜେପିକୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଏପରିକି ଏଥିଲାଗି ସେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ…