Latest Odisha News

BREAKING NEWS

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ

ଭୁବେନେଶ୍ୱର: ଓଡ଼ିଶାର ଦୁଇଜଣ ପ୍ରଖ୍ୟାତ ସାହିତ୍ୟିକ ତରୁଣକାନ୍ତି ମିଶ୍ର ଓ କାଳିଚରଣ ହେମ୍ବ୍ରମଙ୍କୁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଲେଖକ ଭାବେ ଗଳ୍ପ ସଙ୍କଳନ ଭାସ୍ୱତୀ ଲାଗି ତରୁଣକାନ୍ତିଙ୍କୁ ଏହି…

ବେଙ୍ଗାଲୁରୁରେ ଓଡ଼ିଆ ଝିଅଙ୍କୁ ନିର୍ଯାତନା; ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ କଲେ ଗୁହାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ୮ଜଣ ଓଡ଼ିଆ ଝିଅ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିଲେ ମଧ୍ୟ ସେଠାରେ ନିର୍ଯାତିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି । ନିଯୁକ୍ତି ପ୍ରଦାନ କରିଥିବା ଅନୁଷ୍ଠାନର ମାଲିକଙ୍କ ନିର୍ଯ୍ୟାତନାରୁ ବର୍ତ୍ତିବା ଲାଗି ରାଜ୍ୟ ସରକାର ତୁରନ୍ତ ସେଠାରୁ ଉଦ୍ଧାର କରନ୍ତୁ ବୋଲି…

ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବୈମାତୃକ ମନୋଭାବ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରତିବର୍ଷ ପରି ଜାତୀୟ ସାହିତ୍ୟ ଉତ୍ସବ ଗତ ୨୪ ତାରିଖରୁ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଭାଷା ମଧ୍ୟରେ ଆମ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆଭାଷା ଏକମାତ୍ର ଭାଷା ଯାହାକୁ ଏଥିରେ ଅପମାନିତ…

୫ଥର ଗ୍ରାଣ୍ଡ ସ୍ଲାମ ବିଜେତା ମାରିଆ ଶାରାପୋଭା ଟେନିସକୁ ଅଲବିଦା କହିଲେ

ମସ୍କୋ: ୫ଥର ଗ୍ରାଣ୍ଡସ୍ଲାମ ବିଜେତା ରୁଷୀୟ ଖେଳାଳି ମାରିଆ ଶାରାପୋଭା ବୁଧବାର ଟେନିସକୁ ଅଲବିଦା କହିଛନ୍ତି । ୩୨ ବର୍ଷୀୟ ଏହି ଟେନିସ ଖେଳାଳୀ ଶେଷଥର ପାଇଁ ଅଷ୍ଟେ୍ରଲିଆନ ଓପନରେ ଖେଳିଥିଲେ । ଏଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ଟେନିସ ଲାଗ ମୁଁ ମୋ ଜୀବନରେ ସବୁ କିଛି ପାଇଛି ।…

ଦିଲ୍ଲୀ ହିଂସା : ୧୦୬ ଗିରଫ, ୧୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ…

ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଜିଓର ଏକ ନମ୍ବର ସ୍ଥାନ ହାସଲ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଏକ ବଡ଼ ଧରଣର ସଫଳତା ସ୍ୱରୂପ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି ବୋଲି ନିକଟରେ ପ୍ରକାଶିତ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ)…

ଭାରତୀୟ ବାନ୍ଧବୀ ସହ ମ୍ୟାକ୍ସୱେଲଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଶେଷରେ ତାଙ୍କର ଭାରତୀୟ ବାନ୍ଧବୀ ବୋଲ୍ଡ କରିଛନ୍ତି । ତାଙ୍କ ନାମ ହେଲା ବିନିରାମନ । ଉଭୟଙ୍କର ଇତି ମଧ୍ୟରେ ନିର୍ବନ୍ଧ ହୋଇଯାଇଛି । ମ୍ୟାକ୍ସୱେଲ ଓ ବିନି ସେମାନଙ୍କ ସୋସିଆଲ ସାଇଟରେ ଏହା ଶେୟାର କରିଛନ୍ତି । ଦୀର୍ଘ ଦିନ ଧରି…

ପତ୍ନୀ, ପୁଅ ସହ ଜେଲ୍ ଗଲେ ଆଜମ ଖାନ୍‌

ଋାମପୁର: ସାମଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଓ ତାଙ୍କ ପତ୍ନୀ ଏବଂ ପୁଅକୁ ଜେଲ୍ । ବୁଧବାର ରାମପୁରର ଏଡିଜେ-୬ କୋର୍ଟ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨ରେ ହେବ । ସୂଚନା…

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟ ବୁଧବାର ଦିନ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ, ଜୟପୁରର ଭିଜିଲାନ୍ସ ଅଧିକାରୀ ୧୭ ଜାନୁଆରୀରେ ଅନାମ ନାଏକଙ୍କ…

ସାକେତ ଚୌଧୁରୀଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା

ମୁମ୍ବାଇ: ବଲିଉଡର ଗ୍ଲାମରସ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଲୀ ବୟ ଫିଲ୍ମ ପରେ ଅନେକ ପ୍ରଡ୍ୟୁସର ତାଙ୍କୁ ଫିଲ୍ମରେ ନେବାକୁ ଚାହୁଁଛନ୍ତି । ଖୁବ୍ ଶୀଘ୍ର ରଣବୀର କାପୁରଙ୍କ ସହ ତାଙ୍କର ବ୍ରହ୍ମାସ୍ତ୍ର ଫିଲ୍ମ ରିଲିଜ ହେବ । ଏହି ଫିଲ୍ମ ପରେ ସେ…