ନଦୀକୁ ଖସିଲା ବରଯାତ୍ରୀ ବସ୍: ୨୦ରୁ ଅଧିକ ମୃତ
କୋଟା: ରାଜସ୍ଥାନର କୋଟାରୁ ମାୟରା ଯାଉଥିବା ଏକ ବରଯାତ୍ରୀ ବସ ନଈକୁ ଖସି ପଡିବାରୁ ୨୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି ।
ବୁଧବାର ଦିନ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୩୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବରଯାତ୍ରୀ ବସଟି ଦ୍ରୁତ ଗତିରେ ଯାଉଥିବା ବେଳ ହଠାତ ନିଜର ଭାରସାମ୍ୟ…