ହ୍ୱାଟ୍ସଆପରେ ଭାଇରାଲ୍ ହେଲା ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର
କଟକ: ଶୁକ୍ରବାର ଦିନ ସାରା ରାଜ୍ୟରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପରେ ଓଡ଼ିଆ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ଭାଇରାଲ୍ ହେବାର ଅଭିଯୋଗ ହୋଇଛି ।
ଏହି ପ୍ରଶ୍ନପତ୍ର ଏବେ କୋରାପୁଟ ଜିଲ୍ଲା ଜୟପୁର, ନୂଆପଡ଼ା ଜିଲ୍ଲା, ଢେଙ୍କାନାଳ…