Latest Odisha News

BREAKING NEWS

କରୋନା ତାଣ୍ଡବ: ଦେଶରେ ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୮୬୫୭୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୧୦୨ ଛୁଇଁଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୯୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।…

+୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ପ୍ରସଙ୍ଗ: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି ଜରୁରୀ ବୈଠକ

ଭୁବନେଶ୍ୱର: ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା କୁ ନେଇ ସାରା ରାଜ୍ୟରେ ବିରୋଧ ପରେ ଆଜି ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ। ଭିଡିଓ କନଫରେନସିଂ ଜରିଆରେ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ସମସ୍ତ ସ୍ଵୟଂ ଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ…

ରଜରେ ଭିଜିବ ସାରା ରାଜ୍ୟ: ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଓଡ଼ିଶା ଛଇଁବ ମୌସୁମୀ । ଯାହାର ପ୍ରଭାବରେ ଚଳିତବର୍ଷ ବର୍ଷାରେ ଭିଜିବ ରଜ । ମାତ୍ର ମୌସୁମୀ ପୂର୍ବରୁ ଲଘୁଚାପ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଲଘୁଚାପରେ ପରିଣତ ହୋଇଛି…

ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ସାବିତ୍ରୀ ରଥ

କଟକ: ହାଇକୋର୍ଟର ବିଚାରପତି ଭାବେ ନିଷ୍ପତ୍ତି ନେବେ ଜଷ୍ଟିସ ସାବିତ୍ରୀ ରଥ । ଆଜି ଦିନ ୧୦ ଟା ୩୦ ରେ ତାଙ୍କୁ ଶପଥ ଗ୍ରହଣ କରାଇବେ ଚିଫ ଜଷ୍ଟିସ ମହମ୍ମଦ ରାଫିକ । କୋଭିଡ କଟକଣା ସହ ଏହି ଶପଥ ଗ୍ରହଣ ହେବା ନେଇ ଜଣାପଡିଛି । ଜଷ୍ଟିସ ସାବିତ୍ରୀ ରଥ ପୂୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ…

ଡିଏଲ୍ ଟେଷ୍ଟ୍ ପାଇଁ ଆଜିଠାରୁ ଆରମ୍ଭ ହେଲା ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହୋଇଛି ସ୍ଲଟ୍‌ ବୁକିଂ । ଆଜି ସକାଳ ୭ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ୨୨ ତାରିଖ ଠାରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍‌ ବୁକିଂ କରିବେ,…

କରୋନା ସହାୟତା: ପାଣ୍ଠି ସଂଗ୍ରହ କରିବା ପାଇ ଦୌଡୁଛନ୍ତି ୧୦୩ ବର୍ଷୀୟ ବୃଦ୍ଧ

ବ୍ରସେଲ୍ସ: କରୋନା ଆଁରେ ସାରା ବିଶ୍ୱ । ଏହାର ପ୍ରତିଷେଧକ ବାହାର କରିବାକୁ ଲାଗିପଡିଛନ୍ତି ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ । ଏହି ଟୀକା ଉଦ୍ଭାବନ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ। ଟୀକା ଉଦ୍ଭାବନ ପାଇଁ ପାଣ୍ଠି ସଂଗ୍ରହ…

ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଭୟ !

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଆତଙ୍କ ଦେଖା ଦେଇଛି । ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଞ୍ଚାୟତରେ ଦେଖାଦେଇଛି ଏହି ପଙ୍ଗପାଳ ଆତଙ୍କ। ଏହି ଅଞ୍ଚଳର ଜଙ୍ଗଲରେ ଝିଣ୍ଟିକା ଭଳି ବଡ଼ ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି। ଚାଷୀମାନେ ଯାହାକୁ ପଙ୍ଗପାଳ ଭାବି…

ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆଙ୍କ କମାଲ: ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ…

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି କମାଲ ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ। କରୋନା ସଙ୍କଟ ସମୟରେ ନିଜ ଅନ୍ତର୍ନିହିତ କଳାକାରୀକୁ ଅନଲାଇନ୍‌ରେ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ସାରଙ୍ଗୀ। ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍‌ ୩ ପର୍ଯ୍ୟନ୍ତ…

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ’ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…

କରୋନାକୁ ଦୂରେଇ ରଖିବ ସକାଳର ସୂର୍ଯ୍ୟ କିରଣ : କେତେ ସତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏଯାଏଁ ଏହାର ପ୍ରତିଷେଧକ ବାହାରି ନାହିଁ। ଯେଯାଏଁ ଏହି ପ୍ରତିଷେଧକ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବା ସହ ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ । ଶୁଣିବାକୁ ମିଳେ…