ଟ୍ରମ୍ପ କହିଲେ ଭାରତ ପାଖରେ ସଚିନ,କୋହଲି ଅଛନ୍ତି
ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଭାରତୀୟ କ୍ରୀଡା ବିଶେଷ କରି କ୍ରିକେଟର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଭାରତ ପାଖରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ପରି ମହାନ କ୍ରିକେଟର ଅଛନ୍ତି । ଗୋଟିଏ ଷ୍ଟାଡିୟମ ମଧ୍ୟରେ…