ଆଜିଠୁ ଆରମ୍ଭ ହେଲା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା
ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁକ୍ରବାର ଦିନ ସକାଳ ୧୦ଟା ୧୫ମିନିଟରେ ଆରମ୍ଭ ହୋଇଯାଇଛି ।
ଚଳିତ ବର୍ଷ ସାରା ଦେଶରେ ପରୀକ୍ଷା ଦେବା ପାଇଁ ପ୍ରାୟ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ…