ବାହୁବଳୀ ଲୁକରେ ଡୋନାଲ୍ଡ୍ ଟ୍ରମ୍ପ; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଗସ୍ତର କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁପରହିଟ୍ ଫିଲ୍ମ ବାହୁବଳୀ ଲୁକରେ ନଜର ଆସୁଛନ୍ତି ।
ଏନେଇ ଏକ…