ଦୁଇ ଦିନିଆ ଭାରତ ଗସ୍ତରେ ଡୋନାଲ ଟ୍ରମ୍ପ: ସାଥିରେ ଆସୁଛନ୍ତି ଝିଅ, ଜ୍ବାଇଁ ଓ ପତ୍ନୀ
ଅହମଦାବାଦ୍: ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ସୋମବାର ଟ୍ରମ୍ପ ଗୁଜୁରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିିବେ।
ଭାରତ…