ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ଆଗୁଆ ଜାମିନ ଲାଗି ଦୁଇ ବିଜେପି ନେତାଙ୍କ ହାଇକୋର୍ଟରେ ଆବେଦନ
କଟକ: ଜଣେ ବିଜେଡ଼ି କାଉନସିଲରଙ୍କ ହତ୍ୟା ଘଟଣାରେ ଛତ୍ରପୁର ପୋଲିସ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଯଥାକ୍ରମେ ଫେବୃଆରୀ ୭ ଓ ୯ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଥିଲା । ତେବେ ଏହି ଘଟଣାରେ ଆଗୁଆ ଜାମିନ ଲାଗି ଉଭୟ ନେତା ହାଇକୋର୍ଟରେ ଆବେଦନ କରିଛନ୍ତି…