କୋରାପୁଟ ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା
କୋରାପୁଟ : କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେବିଡି ଗ୍ରାମର ଏକ କଲଭର୍ଟ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ନବଜାତ ଶିଶୁକୁ ଏକ କପଡାରେ ଗୁଡାଇ ନିକଟସ୍ଥ କଲଭର୍ଟ ପାଖରେ କେହି ଜୀବନ୍ତ ପୋତି ପକାଇଥିଲା । ଗ୍ରାମର…