ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କପି କରି ଧରାପଡିଲେ ୪୪ ପରୀକ୍ଷାର୍ଥୀ
କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କପି କରି ଧରାପଡିଛନ୍ତି । ୪୪ଜଣ ପରୀକ୍ଷାର୍ଥୀ କପି କରିବା ଯୋଗୁଁ ମାଲପ୍ରାକ୍ଟିସ ହୋଇଛନ୍ତି ।
ବୋର୍ଡ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ଯେ, ଏହା ବ୍ୟତୀତ ରାଜ୍ୟ ଓପନ ସ୍କୁଲ ପରୀକ୍ଷାରେ ଉପସ୍ଥିତ ୨୪ ଜଣ ଓ ବାର୍ଷିକ ମଧ୍ୟମା…