ରାଉରକେଲାରେ ଫେବୃଆରୀ ୧ରୁ ‘ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ’ ଆରମ୍ଭ
ରାଉରକେଲା: ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ପ୍ରଥମ ଥର ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ ଆୟୋଜନ କରାଯାଉଛି। ଆସନ୍ତା ଫେବୃଆରୀ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ସ୍ଥାନୀୟ ବୀର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।…