ରାହୁଲଙ୍କ ମହାନତା, ହାତ ଧରି ତଳୁ ଉଠାଇଲେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ
ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଓଡିଶା ଗସ୍ତରେ ଆସି ପହଞ୍ଚିଥିବା ବେଳେ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଅଚାନକ ତଳେ ପଡିଯିବାରୁ ରାହୁଲ ତାଙ୍କୁ ହାତଧରି ତଳୁ ଉଠାଇବା ସହ ନିଜର ମହାନତାର ପରିଚୟ ଦେଇଛନ୍ତି ।…