Latest Odisha News

BREAKING NEWS

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ୱର : ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ  ଓଡିଶା ଗସ୍ତରେ ଆସୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତକ୍ରମରେ ରାହୁଲ ଗାନ୍ଧୀ ସକାଳ ପ୍ରାୟ ୧୦ଟା ୩୦ମି.ରେ ଏକ ଦୈନିକ ସମ୍ବାଦ ପତ୍ରର ଶତବାର୍ଷିକି ଉତ୍ସବରେ ଯୋଗଦେବା ସହ ‘ଦ…

କେନ୍ଦ୍ରାପଡା ସହରରେ କର୍ଫୁ ଜାରି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ଫଳରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି, ଆଜି ସକାଳେ…

ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ନବ ଦାସ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ନେତା ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସର ଏହି ପୂର୍ବତନ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ…

ସାମ୍ପ୍ରଦାୟିକ ଉତ୍ତେଜନା ପରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଛି । ମିଳିଥିବା ସୂଚନାନୁଯାୟୀ, କୌଣସି ଅପ୍ରିତିକର ଘଟଣାକୁ ପ୍ରଶୟ ନଦେବାକୁ…

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ବେଗୁନିଆ ଥାନାରେ ଭଙ୍ଗାରୁଜା ଘଟଣା: ୧୬ ଗିରଫ, ବିଧାୟକଙ୍କୁ ନୋଟିସ୍ ଜାରି

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାମାନେ ଭଙ୍ଗାରୁଜା କରିବା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଏସ୍ପି ଦିପ୍ତି ରଞ୍ଜନ ରାୟ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ମାମଲାରେ ପୋଲିସ ଏଯାବତ୍ ୧୬ ଜଣକୁ ଗିରଫ…

ଘନ କୁହୁଡି ବଳୟରେ ଉପକୂଳବର୍ତ୍ତୀ ଓଡିଶା, ବର୍ଷା ଆଶଙ୍କା

ଭୁବନେଶ୍ୱର : ଉପକୂଳବର୍ତ୍ତୀ ଓଡିଶାରେ ସକାଳ ସମୟରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହିଥିବା ବେଳେ ଗୁରୁବାର ଦିନ ଏହି କୁହୁଡି ସ୍ତରରେ ହ୍ରାସ ଘଟିଛି । ଏହାବ୍ୟତୀତ ରାଜ୍ୟର ଦକ୍ଷିଣ ମଧ୍ୟବର୍ତ୍ତୀ ତଥା ପଶ୍ଚିମ ଜିଲ୍ଲାଗୁଡିକରେ ଆଗାମୀ ୨ଦିନ ମଧ୍ୟରେ ବର୍ଷା ସହ ବିଜୁଳି ଓ ଘଡିଘଡିର ଆଶଙ୍କା…

ସତ ହେଲା ସ୍ୱପ୍ନା ପତିଙ୍କ ସ୍ୱପ୍ନ !

ଭୁବନେଶ୍ୱର: ପାଞ୍ଚଟି ହିନ୍ଦୀ ସିନେମାରେ ନିଖୁଣ ଅଭିନୟ କରି ସାରା ବଲିଉଡର ଦୃଷ୍ଟି ଆକର୍ଷଣ କରିପାରିଥିବା ଓଡ଼ିଆ ଅଭିନେତ୍ରୀ ସ୍ୱପ୍ନା ପତିଙ୍କର ଏବେ ଅନେକ ଦିନର ସ୍ୱପ୍ନ ସାକାର ହୋଇଛି । ବଲିଉଡରେ ଜଣେ ସଫଳ ଅଭିନେତ୍ରୀ ଭାବେ ସ୍ୱପ୍ନା ନିଜକୁ ପ୍ରତିଷ୍ଠିତ କରିଥିଲେ ମଧ୍ୟ ଅତି ପିଲାବେଳୁ ଜଣେ…

ବୌଦ୍ଧ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବରିଷ୍ଠ କୃଷି ଅଧିକାରୀଙ୍କ ମୃତ୍ୟୁ ଘଟିବା ସହ ଜଣେ ପିଅନ୍ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ମନୋରଞ୍ଜନ ମଲ୍ଲିକ୍ ଏବଂ ସେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ…

କେନ୍ଦ୍ରାପଡ଼ା ସହରରେ ସାମ୍ପ୍ରଦାୟିକ ଉତ୍ତେଜନା: ଗୁରୁବାର ଦିନ ସମସ୍ତ ସ୍କୁଲ ବନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ବୁଧବାର ଦିନ ସାମ୍ପ୍ରଦାୟିକ ଉତ୍ତେଜନା ଉପୁଜିଥିବା ତଥା ଗୁରୁବାର ଏନେଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ସହିତ ସ୍କୁଲ ଓ କଲେଜ ବନ୍ଦ…